GAILରେ ନିଯୁକ୍ତି ପାଇଁ ୭୩ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ
GAIL ଇଣ୍ଡିଆ ଲିମିଟେଡ୍ ଇଞ୍ଜିନିୟର ସ୍ନାତକ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ । GAIL ଏକଜିକ୍ୟୁଟିଭ ଟ୍ରେନିଂ ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି । ମନୋନୀତ ପ୍ରାର୍ଥୀଙ୍କୁ ପେ-ସ୍କେଲ ଦ୍ବାରା ନିଯୁକ୍ତି ଦିଆଯିବ । ଲମ୍ବା ସମୟ ଧରି ଆବେଦନ ପ୍ରକ୍ରିୟା ଚାଲୁରହିଛି । ଗୋଟିଏ ଦିନ ମଧ୍ୟରେ…