ନିଯୁକ୍ତି

ISRO ରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇସ୍ରୋରେ ଖାଲିପଡିଛି ଅନେକ ପଦବୀ । ଏଥିପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୧୪ ଜୁନ୍‌ ୨୦୨୩ ରହିଛି । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ isro ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୦୩

ସାଇଣ୍ଟିଷ୍ଟ/ଇଂଜିନିୟର (ଇଲେକ୍ଟ୍ରୋନିକ୍ସ): ୯୦

ସାଇଣ୍ଟିଷ୍ଟ/ଇଂଜିନିୟର (ମେକାନିକାଲ): ୧୬୩

ସାଇଣ୍ଟିଷ୍ଟ/ଇଂଜିନିୟର (କମ୍ପ୍ୟୁଟର ସାଇନ୍ସ) : ୪୭

ସାଇଣ୍ଟିଷ୍ଟ/ଇଂଜିନିୟର (ଇଲେକ୍ଟ୍ରୋନିକ୍ସ)-ଅଟୋନୋମସ : ୨

ସାଇଣ୍ଟିଷ୍ଟ/ଇଂଜିନିୟର (କମ୍ପ୍ୟୁଟର ସାଇନ୍ସ) : ୧

କେଉଁମାନେ କରିପାରିବେ ଆବେଦନ : ଇଂଜିନିୟରିଂ ସମ୍ବନ୍ଧୀୟ ବ୍ରାଞ୍ଚରେ ଅତିକମରେ ୬୫ ପ୍ରତିଶତ ମାର୍କ ସହିତ ବିଇ କିମ୍ବା ବିଟେକ ଡିଗ୍ରୀ କରିଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷାର ଆୟୋଜନ ୧୧ଟି ସ୍ଥାନରେ ହେବ । ଅହମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଗୌହ୍ଵାଟୀ, ହାଇଦ୍ରାବାଦ, କୋଲକତା, ଲକ୍ଷ୍ନୌ, ମୁମ୍ବାଇ, ନୂଆଦିଲ୍ଲୀ ଏବଂ ତିରୁଅନନ୍ତପୁରମ ।

ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ୨୫୦ ଟଙ୍କା ଦେବାକୁ ହେବ । ଭିନ୍ନ ପଦବୀ ପାଇଁ ଅଲଗା ଆବେଦନ ଶୁଳ୍କ ଦେବାକୁ ହେବ । ଅଫଲାଇନ ପେମେଣ୍ଟ ପାଇଁ ଏସବିଆଇର ବ୍ରାଞ୍ଚକୁ ଯାଇ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.isro.gov.in/ICRB_Recruitment7.html

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago