ନିଯୁକ୍ତି

SBI ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ରିଜଲଭର ପଦବୀ ପାଇଁ ଭର୍ତ୍ତି ଗ୍ରହଣ କରାଯାଉଛି । ଏଥିପାଇଁ ରିଟାୟର୍ଡ ବ୍ୟାଙ୍କ ଅଫିସର ଆବେଦନ କରିପାରିବେ । ଏଠାରେ ୯୪ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଥିପାଇଁ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ୍‌ sbi.co.in କୁ ଯିବାକୁ ହେବ ।

ପଦବୀ ବିବରଣୀ : ୯୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଆବେଦନ କେବଳ ଅନଲାଇନ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ବିଶେଷ ଯୋଗ୍ୟତା ଦରକାର ନାହିଁ । ଏସିବିଆଇ ରିଟାୟର୍ଡ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରାଥମିକତା ଦିଆଯିବ । ସେମାନଙ୍କ ପାଖରେ ଅନୁଭବ, କାମ କରିବାର ଅଭିଜ୍ଞତା, ଯୋଗ୍ୟତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା :

ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଆବେଦନ କରିବା ପରେ ଡକ୍ୟୁମେଣ୍ଟ ଆଧରରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଯେଉଁମାନେ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ, ସେମାନେ ସାକ୍ଷାତକାର କରିବା ପରେ ନିଯୁକ୍ତି ମିଳିବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ । ଅନ୍ୟ ବିବରଣୀ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରନ୍ତୁ ।

Swagatika

Recent Posts

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

5 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

9 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

19 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

44 mins ago

ମହାବିନାୟକ ମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ, ପର୍ବରେ ସାମିଲ ହେଲେ ଶହ ଶହ ଭକ୍ତ

ଯାଯପୁର(କେନ୍ୟୁଜ): ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶେଷ ହୋଇଛି । ପାଲିଙ୍କି ଉପରେ ବସି…

45 mins ago

ଝାଡ଼ଖଣ୍ଡ: ଘରୁ ମିଳିଥିଲା ଟଙ୍କାର ପାହାଡ଼, ଜେଲ୍‌ରେ ଥିବା ମନ୍ତ୍ରୀ ଆଲମଗିର ଆଲମ୍ ପଦରୁ ଦେଲେ ଇସ୍ତଫା

ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି)ର ନେତା ଆଲମଗିର ଆଲମ…

48 mins ago