ନିଯୁକ୍ତି

SSC ଷ୍ଟେନୋଗ୍ରାଫର ଗ୍ରେଡ ସି ପରୀକ୍ଷା ପାଇଁ ଆବେଦନ ତାରିଖ ବଢିଲା, ତୁରନ୍ତ କରନ୍ତୁ ଆବେଦନ

ଷ୍ଟାଫ ସିଲେକ୍ସନ କମିଶନ ଏସଏସସି ଷ୍ଟେନୋ ଗ୍ରେଡ ସି ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାର ତାରିଖ ବଢାଇଦିଆଯାଇଛି । ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ଗ୍ରେଡ ସି ଷ୍ଟେନୋଗ୍ରାଫର୍ସ ଲିମିଟେଡ ଡିପାର୍ଟମେଣ୍ଟାଲ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିବା ପାଇଁ ଆପଣ ଏସଏସସିର ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ । ssc.nic.in କୁ ଯାଇ ଆବେଦନ କରନ୍ତୁ ।

ଜରୁରୀ ତାରିଖ : ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ସେପ୍ଟେମ୍ବର ୨୦୨୩ ରହିଥିଲା, ଯାହାକୁ ଏବେ ବଢାଇ ୩ ଅକ୍ଟୋବର ୨୦୨୩ କରାଯାଇଛି । ପ୍ରାର୍ଥୀ ୩ ଅକ୍ଟୋବର ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୧୦୦ ଟଙ୍କା ବୋକୁ ହେବ । କେବଳ ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ଦରମା ୪୦,୦୦୦ ଟଙ୍କା ମିଳିବ ।

ନିଯୁକ୍ତି : ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେବ । ଭାରତ ସରକାରଙ୍କ ଅନେକ ବିଭାଗ/ମନ୍ତ୍ରଣାଳୟ/ ସଂଗଠନରେ ଗ୍ରୁପ ସି ଏବଂ ଡି ପଦବୀରେ ହେବ ।

ଏମିତି କରନ୍ତୁ ଆବେଦନ :

ପ୍ରଥମେ ssc.nic.in କୁ ଯାଆନ୍ତୁ ।
ହୋମପେଜରେ ପ୍ରଥମେ ଲଗଇନ କରି ରେଜିଷ୍ଟ୍ରର କରନ୍ତୁ ।
ତା’ ପରେ ନୂଆ ରେଜିଷ୍ଟ୍ରେସନ ନଂ ଏବଂ ପାସଓ୍ଵାର୍ଡ ଦେଇ ଲଗଇନ କରନ୍ତୁ ।
ଏହାପରେ ନୂଆ ଓ୍ଵିଣ୍ଡୋରେ ଷ୍ଟେନୋଗ୍ରାଫର ଗ୍ରେଡ ସି ଏବଂ ଡି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଆବେଦନ ପତ୍ର ଭରନ୍ତୁ । ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

59 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago