ରିଲେସନସିପ

କାହିଁକି ବେଳେ ବେଳେ ସମ୍ପର୍କରେ ଟିକିଏ ବ୍ରେକ ଅପ୍‌ ଜରୁରୀ, କାରଣ ପାର୍ଟନରଙ୍କ ସହ ପ୍ରେମ ଆହୁରି ଭଲ ହୋଇଥାଏ

ବେଳେ ବେଳେ ଏପରି ହୋଇଥାଏ ଯେ ବଏ ଫ୍ରେଣ୍ଡ ଓ ଗାର୍ଲ ଫ୍ରେଣ୍ଡଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହେବାକୁ ଚାହିଁଥାନ୍ତି । ଏମିତି ସମୟ ହୋଇଥାଏ ଯେବେ ଜଣେ ଅନ୍ୟ ଜଣଙ୍କୁ ଛାଡ଼ି ନଥାଏ । ତେଣୁ ସମ୍ପର୍କକୁ ଟିକେ ଭଲ ରଖିବା ପାଇଁ ପ୍ରେମରେ ଟିକିଏ ବ୍ରେକ ଅପ୍‌ ଜରୁରୀ । କାରଣ ଏହି ସମୟରେ ଆପଣ ନିଜକୁ ଆତ୍ମ ବିଶ୍ଲେଷଣ କରି ପାରିବେ ଯେ ଆପଣଙ୍କ ପ୍ରେମରେ କ’ଣ କମ ରହିଗଲା । ଆସନ୍ତ ଆଜି ଜାଣିବା କାହିଁକି ପ୍ରେମରେ ବେଳେବେଳେ ଟିକେ ବ୍ରେକ୍‌ ଅପ୍‌ ଜରୁରୀ ।

P.C hindi.asianetnews.com

–  କୌଣସି ସମ୍ପର୍କରେ ଟିକିଏ ବ୍ରେକ ନେବା ଏକ ଅସ୍ଥାୟୀ ବ୍ରେକ ଅପ୍‌ । ଏହାଦ୍ୱାରା ଆପଣଙ୍କୁ ଏହା ଜାଣିବାରେ ସହାୟକ ହୋଇଥାଏ ଯେ କାହିଁକି ଆପଣ ସମ୍ପର୍କରେ ସନ୍ତୁଷ୍ଟ ନାହାଁନ୍ତି ।

–  ବେଳେବେଳେ ବ୍ରେକ ଅପ ଯୋଗୁ ଆପଣ ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହୋଇଥାଏ । ବିଶେଷକରି ଯଦି ଆପଣ ଦୁହେଁ ଯୁବାବସ୍ଥାରେ ତେବେ ଜଣେ ଜଣଙ୍କ ଠାରୁ ଦୂରରେ ରହିବା ଦ୍ୱାରା ଆତ୍ମ ବିଶ୍ୱାସ ବଢ଼ିଥାଏ ।

–  କେତେବାର ଦେଖାଯାଇଛି ଯେ ପାର୍ଟନରଙ୍କୁ ଅତ୍ୟଧିକ ପ୍ରେମ ଯୋଗୁ ସେ ଆପଣଙ୍କୁ ନଜର ଅନ୍ଦାଜ କରିଦିଅନ୍ତି । ଏମିତି ସମୟରେ ଆପଣ ସମ୍ପର୍କକୁ ଟିକିଏ ମଜବୁତ କରିବା ପାଇଁ କିଛି ସମୟ ବ୍ରେକ ଅପ୍‌ ନେବା ଜରୁରୀ ।

  କେବେ କେବେ ଆପଣ କିଛି ସମ୍ପର୍କରେ ଏମିତି ବୁଡ଼ି ଯାଆନ୍ତି ଯେ ନିଜ ପାଇଁ ସମୟ ପାଆନ୍ତି ନାହିଁ । ତେଣୁ ପର୍ସନାଲ କାମ ପାଇଁ ଟିକିଏ ବ୍ରେକ ଅପ ଜରୁରୀ ହୋଇଥାଏ । କୌଣସି ବି ସମ୍ପର୍କ ହେଉ ।

  ଯଦି ପାର୍ଟନରଙ୍କ ସହ କିଛି କାରଣରୁ ବ୍ରେକ ଅପ ନେଉଛନ୍ତି ତେବେ ଇମାନଦାର ରହିବା ଦରକାର । ଏହା ନୁହେଁ ଯେ ବ୍ରେକ ଅପ ଛଳରେ ଆପଣ ଅନ୍ୟ ସହ ସମ୍ପର୍କ ରଖିବେ । ଏମିତି କରିବା ଦ୍ୱାରା ସମ୍ପର୍କ ନଷ୍ଟ ହୋଇପାରେ ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago