ସ୍ପେଶାଲ

୧୪ ରୁ ୨୫ ବର୍ଷ ବୟସର ବ୍ୟକ୍ତି ନିଶ୍ଚୟ ପଢନ୍ତୁ, ସଫଳତା ରହିବ ଆପଣଙ୍କ ହାତମୁଠାରେ

୧୪ ରୁ ୨୫ ବର୍ଷ ହେଉଛି ସେହି ବୟସ, ଯାହା ଉପରେ ଆପଣଙ୍କ ପୂରା ଲାଇଫ୍‌ ଡିପେଣ୍ଡ କରିଥାଏ। କିଛି ଲୋକ ଏହି ବୟସକୁ କ୍ରସ କରିଯାଆନ୍ତି, ଆଉ ଏହି ଏଜକୁ କ୍ରସ୍‌ କରିବା ପରେ ଯେତେବେଳେ ବୁଢ଼ା ହୋଇଯାନ୍ତି, ଯେତେବେଳେ ତାଙ୍କ ବୟସ କୌଣସି କାମ କରିବାକୁ ଅସମର୍ଥ ହେଉଥିବ ସେତେବେଳେ ସେମାନଙ୍କୁ ନିଜ ଉପରେ ବହୁତ ରିଗ୍ରେଟ ଫିଲ୍‌ ହୋଇଥାଏ। ସେହିସମୟରେ କିଛି ଲୋକଙ୍କ ପାଖରେ ନା ନିଜର ଘର ଥାଏ ନା ସେମାନଙ୍କ ପାଖରେ ସେମିତି ବି ଟଙ୍କା ଥାଏ, ଯାହାଦ୍ୱାରା ସେମାନେ ନିଜ ଇଚ୍ଛାକୁ ପୂରଣ କରିପାରିବେ। ଏହିସମୟରେ ସେମାନଙ୍କୁ ଅନୁଭବ ହୋଇଥାଏ ଯେ ଯଦି ସେ ସେହି ସମୟରେ ଏମିତି କରିପାଥାନ୍ତେ ତାହେଲେ ସେ ବୋଧହୁଏ ଆଜି ଭଲରେ ରହିପାରିଥାନ୍ତେ, କିନ୍ତୁ ଏହି ସମୟରେ ସେ କେବଳ ପଶ୍ଚାତାପ କରିବା ଛଡା କିଛି କରିପାରିନଥାନ୍ତି। କିନ୍ତୁ ୧୪ ରୁ ୨୫ ବର୍ଷ ବୟସରେ ଆମେ ବହୁତ କିଛି କରିପାରିବା।

ଯଦି ଆମେ ବୁଝିନେବା ଯେ ଏହା ହେଉଛି ସେହି ସମୟ, ଯାହା ଆମ ପୂରା ଲାଇଫକୁ ଦର୍ଶାଇଥାଏ ଯେ ଆମର ଭବିଷ୍ୟତ ଖୁସିରେ କଟିବ ନା ଦୁଃଖରେ, ଆମେ ଧନୀ ହୋଇପାରିବା ନା ଗରିବ। ଆଜି ଆମେ ଆପଣଙ୍କୁ ୫ଟି ପଏଣ୍ଟ ବିଷୟରେ ଜଣାଇବୁ। ଯାହାକୁ ଯଦି ଆପଣ ଏହି ଏଜରେ ଜାଣିଗଲେ ଏବଂ ସିଖିଗଲେ ତାହେଲେ ବହୁତ କିଛି ବେଟର ହୋଇପାରିବ ଆପଣଙ୍କ ଆଗାମୀ ଭବିଷ୍ୟତ।

ଫାଷ୍ଟ ପଏଣ୍ଟ ହେଉଛି – ଫଲୋ ଇୟୋର ଓନ୍‌ ପାଥ୍‌ ନଟ୍‌ ଅଦର୍ସ

ଏହାର ଅର୍ଥ ହେଉଛି ଆପଣ ନିଜ ପାଇଁ ବନାଇଥିବା ରାସ୍ତା ଅନୁସାରେ ଚାଲନ୍ତୁ, ନା ଅନ୍ୟମାନଙ୍କ ରାସ୍ତାକୁ ଫଲୋ କରିବା। ଏହି ଯୋଉ ବୟସ ୧୪ ରୁ ୨୫ ବର୍ଷ, ଏହା ହେଉଛି ଆପଣଙ୍କ ପାଇଁ ଗୋଲଡେନ ଟାଇମ। ଏହି ଏକରେ ଆମେ ଆମ କ୍ୟାରିୟର ବିଷୟରେ ବାଛୁଛନ୍ତି, ବଡ ବଡ ଡିସିସନ୍‌ ନେଉଛନ୍ତି, ଲକ୍ଷ୍ୟ ଚୟନ କରୁଛନ୍ତି। ଏହି ଯାତ୍ରାରେ ଆପଣଙ୍କୁ ଅନେକ ପ୍ରକାର ଲୋକ ମିଳିବେ ବିଭିନ୍ନ ପ୍ରକାର ପରାମର୍ଶ ମଧ୍ୟ ଦେବେ କିନ୍ତୁ ଏମିତି ଏମାନଙ୍କ ମଧ୍ୟରୁ କେବଳ ୨ ତିନି ଜଣ ଲୋକ ଥିବେ ଯେଉଁମାନେ ଆପଣଙ୍କ ସାଥ୍‌ ଦେବେ। ଆପଣଙ୍କୁ ଅନେକ ଲୋକ ଅନେକ ପରାମର୍ଶ ଦେବେ, ଆପଣ ସେ ସବୁକୁ ଶୁଣନ୍ତୁ କିନ୍ତୁ ସବୁକୁ ମାନିବା ଯେ ବାଧ୍ୟ ନୁହେଁ, ଆପଣ ସମସ୍ତଙ୍କ କଥା ଶୁଣନ୍ତୁ, କିନ୍ତୁ ସେଇଟା କରନ୍ତୁ ଯେଉଁଟା ଆପଣଙ୍କ ମନ ଏବଂ ହୃଦୟ କହୁଛି। ଆପଣଙ୍କୁ କୌଣସି ବି ମଣିଷକୁ ଫଲୋ କରିବାର ଆବଶ୍ୟକ ନାହିଁ, କାହିଁକିନା ଲକ୍ଷ୍ୟ ଆପଣଙ୍କର ତ ରାସ୍ତା ବି ଆପଣ ବାଛନ୍ତୁ।

ସେକେଣ୍ଡ ପଏଣ୍ଟ ହେଉଛି – ଡୋନଟ୍‌ ଥିଙ୍କ ଠୁ ମଚ୍‌ ଏବାଉଟ୍‌ ୟୁସଲେସ୍‌ ଥିଙ୍ଗସ୍‌

ଟିନ ଏଜ ଯେଉଁ ଟାଇମ ହୋଇଥାଏ ତାହା ହେଉଛି ଆମପାଇଁ ଗୋଲଡେନ ଟାଇମ। ଅଯଥା ଏଣୁତେଣୁ କଥା ଚିନ୍ତା କରିବା ଦ୍ୱାରା ଆପଣଙ୍କୁ କିଛି ବି ମିଳିବାରନାହିଁ। ଓଲଟି ଆପଣଙ୍କର କ୍ଷତି ଘଟିବ ଅଥିକ ଚିନ୍ତା କରିବା ଦ୍ୱାରା। ବେଳେବେଳେ ଏମିତି ହୋଇଥାଏ ଯେ ଆମେ ଛୋଟ ଛୋଟ କଥାକୁ ଅଧିକ ଗଭୀର ଭାବରେ ଚିନ୍ତା କରନ୍ତି। କିଏ କିଛି ଯଦି ଆମକୁ କିଛି କହିଥାନ୍ତି, ଆମେ ତାକୁ ଗଭୀର ଭାବରେ ନେଇ ଚିନ୍ତା କରନ୍ତି, କି ସେ କଣ ଭାବୁଥିବେ। କିନ୍ତୁ ଆମକୁ ପରେ ଜଣାପଡିବ ଯେ ଆପଣ ଯେଉଁ ଅଧିକ ଚିନ୍ତା କରୁଛନ୍ତି ସେଥିରୁ ଆପଣଙ୍କୁ କିଛି ମିଳିବାରନାହିଁ। ଏଥିପାଇଁ ଅଯଥା କଥା ବିଷୟରେ ବେଶି ଚିନ୍ତା କରନ୍ତୁନାହିଁ।

ଥାର୍ଡ ପଏଣ୍ଟ ହେଉଛି – ଲାର୍ନ ଏବାଉଟ ଇନଭେଷ୍ଟମେଣ୍ଟ

ଯଦି ଏହି ଏଜରେ ଆପଣ ଇନଭେଷ୍ଟମେଣ୍ଟ ବିଷୟରେ ଜାଣିଗଲେ ତାହେଲେ ଭବିଷ୍ୟତରେ ଆପଣଙ୍କୁ ଅନେକ ପ୍ରକାର ବେନିଫିଟ୍ସ ହୋଇପାରେ।

ଫୋର୍ଥ ପଏଣ୍ଟ ହେଉଛି – ଟେକ ଏ ରିସ୍କ

ଏହା ହେଉଛି ସେହି ବୟସ ଯେଉଁ ସମୟରେ ଆପଣ ରିସ୍କ ନେଇପାରିବେ। କାହିଁକିନା ଆଗକୁ ଯାଇକି ଆପଣଙ୍କୁ ରିସ୍କ ନେବାରେ ହିଁ ରିସ୍କ ଲାଗିବ। କାହିଁକିନା ଭବିଷ୍ୟତରେ ଅନେକ ଦାୟିତ୍ୱ ଆପଣଙ୍କୁ ନେବାକୁ ପଡିବ। ଏହି ସମୟରେ ଆପଣ ଏମିତି ଭାବିବେ ରିସ୍କ ନେବେ ନା ନେବେନାହିଁ। କିନ୍ତୁ ନା ଆପଣଙ୍କୁ ରିସ୍କ ନେବା ଉଚିତ। ରିସ୍କ ନିଅନ୍ତୁ ଏବଂ କିଛି ଏମିତି କାମ କରନ୍ତୁ ଯାହାଉପରେ ଦୁନିଆ ଆପଣଙ୍କ ଉପରେ ଗର୍ବ ଅନୁଭବ କରିବ। ଲାଇଫରେ ଯଦି କିଛି ଅଲଗା ଲେବଲରେ ପହଁଚିବାକୁ ଚାହୁଁଛନ୍ତି ତାହେଲେ ରିସ୍କ ନେବା ଶିଖନ୍ତୁ। ଏହିସବୁ ପଏଣ୍ଟକୁ ଯଦି ଆପଣ ୧୪ ରୁ ୨୫ ବର୍ଷ ଭିତରେ ବାଛିନେଲେ ତାହେଳେ ଆପଣଙ୍କ ପୂରା ଲାଇଫ ହାପି ହାପିରେ କଟିଯିବ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago