inspirational story

ବାପା ଚପରାସୀ, ମା’ କରନ୍ତି ଅନ୍ୟ ଘରେ ସଫେଇ କାମ, ଝିଅ ପାଇଲେ ୨୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି

ନୋଏଡା : ଦୃଢ଼ ମନୋବଳ ଥିଲେ ଟଙ୍କାର ଅଭାବ ସଫଳତାର ବାଟ ରୋକି ପାରେ ନାହିଁ । ଏମିତି କିଛି କରି ଦେଖାଇଛନ୍ତି ରିତିକା ସୁରିନ ।…

1 year ago

ବେଙ୍ଗାଲୁରୁ ମାରାଥନରେ ୫ କିଲୋମିଟର ଦୌଡ଼ିଲେ ୯୨ ବର୍ଷିୟ ବୃଦ୍ଧ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେୟାର କଲେ ଭିଡ଼ିଓ

ବେଙ୍ଗାଲୁରୁରେ ରବିବାର ଦିନ ଆୟୋଜନ ହୋଇଥିଲା ବେଙ୍ଗାଲୁରୁ ମାରାଥନର ଅଷ୍ଟମ ଏଡିସନ୍। ଏହି ମାରାଥନ୍ ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଅନେକ ଯୁବଗୋଷ୍ଠୀ ଏହି ଗଣ…

2 years ago

୮ ବର୍ଷର କାଶ୍‌ବୀ; ଯିଏ ଦେବେ ଅଷ୍ଟମ ଶ୍ରେଣୀ ପରୀକ୍ଷା! ହାଇକୋର୍ଟ ଦେଲେ ଅନୁମତି…

ହିମାଚଳ ପ୍ରଦେଶ ପାଲମପୁର ସହରର କାଶ୍‌ବୀ, ଯାହାଙ୍କ ବୟସ ୮, ହେଲେ ବୁଦ୍ଧି ବିଚକ୍ଷଣ। ନିଜର ଏହି ବିଚକ୍ଷଣ ବୁଦ୍ଧି ଯୋଗୁ ସେ ଆଜି ୮ମ ଶ୍ରେଣୀ…

2 years ago

ବାହାଘରରେ ବଳିଗଲା ପ୍ରଚୁର ଖାଦ୍ୟ, ନ ଫିଙ୍ଗି ସେହି ବିଳମ୍ବିତ ରାତିରେ ହିଁ ଷ୍ଟେଶନ ପହଞ୍ଚିଗଲେ ମହିଳା; ଜଣ ଜଣ କରି ସବୁ ଗରିବଙ୍କ ମୁହଁରେ ଦେଲେ ଦାନା

ଏବେ ଚାଲିଛି ବିବାହ ଋତୁ। ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଛି। ବିବାହ ବ୍ୟତୀତ ଅନ୍ୟାନ୍ୟ ସମାରୋହରେ ମଧ୍ୟ ଲୋକେ ଅତିଥିଙ୍କୁ ଖୁସି କରିବା ପାଇଁ ବିଭିନ୍ନ…

3 years ago

୧୪ ରୁ ୨୫ ବର୍ଷ ବୟସର ବ୍ୟକ୍ତି ନିଶ୍ଚୟ ପଢନ୍ତୁ, ସଫଳତା ରହିବ ଆପଣଙ୍କ ହାତମୁଠାରେ

୧୪ ରୁ ୨୫ ବର୍ଷ ହେଉଛି ସେହି ବୟସ, ଯାହା ଉପରେ ଆପଣଙ୍କ ପୂରା ଲାଇଫ୍‌ ଡିପେଣ୍ଡ କରିଥାଏ। କିଛି ଲୋକ ଏହି ବୟସକୁ କ୍ରସ କରିଯାଆନ୍ତି,…

4 years ago

୨୦ ବର୍ଷ ପୂର୍ବେ ହିମାଚଳରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଗୌରବ, ଆଜି ସେଠାରେ ହୋଇଛନ୍ତି ସାଂସଦ, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ହିମାଚଳ ପ୍ରଦେଶର ହମିରପୁର ନିବାସୀ ଡାକ୍ତର ଗୌରବ ଶର୍ମାଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ। ସେ ନ୍ୟୁଜିଲାଣ୍ଡରେ ନିଜ ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି। ଗୌରବ…

4 years ago

ସ୍କୁଲରେ ନ ଥିଲେ କେହି ବିଜ୍ଞାନ ଶିକ୍ଷକ ତ ସ୍ତ୍ରୀଙ୍କ ଦ୍ୱାରା ଛାତ୍ରୀଙ୍କୁ ପଢ଼ାଇଲେ ପାଠ, ଏହି IASଙ୍କୁ PMOରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଉତ୍ତରାଖଣ୍ଡର IAS ଅଫିସର ମଙ୍ଗେସ ଘିଲଡିୟାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO)ରେ ବଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ କ୍ୟାବିନେଟ ନିଯୁକ୍ତି କମିଟି ପିଏମଓରେ ଅଣ୍ଡର ସେକ୍ରେଟାରୀ ପଦରେ ନିଯୁକ୍ତ କରିଛି।…

4 years ago

ଗର୍ଭାବସ୍ଥାରେ UPSC ପାସ୍ କଲେ ପ୍ରଜ୍ଞା ଜୈନ୍, ଅତି କଷ୍ଟକର ଥିଲା ଟ୍ରେନିଂ ; ପଢ଼ନ୍ତୁ ଏହି ପଞ୍ଜାବ ଆଇପିଏସ୍‌ଙ୍କ ଜୀବନର ସଂଘର୍ଷମୟ କାହାଣୀ

ଏହି ଦୁନିଆରେ ସବୁ ଲୋକଙ୍କର ରହିଛି ନିଜ ନିଜର ସ୍ୱତନ୍ତ୍ର ଧରଣର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଗୁଣ…

4 years ago

ଲକଡାଉନର ସଦୁପଯୋଗ: ଏହି ଉପାୟରେ ହିମାଚଳ ପ୍ରଦେଶର ଚାଷୀ ଘର କାନ୍ଥରେ ହିଁ କଲେ ପନିପରିବା ଚାଷ, ଲୋକଙ୍କୁ କଲେ ଅପିଲ

ଦେଶରେ 26 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନକୁ ସମସ୍ତେ ନିଜ ନିଜ ଉପାୟରେ ସଦୁପଯୋଗ କରୁଛନ୍ତି। ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଜଣେ ଚାଷୀ ୟୁସୁଫ ଖାନ…

4 years ago

କ୍ୟାନସର ପୀଡ଼ିତଙ୍କୁ ମାଗଣାରେ ପରିବା ଦେଉଛନ୍ତି ଏହି ଦୋକାନୀ, ବୃଦ୍ଧ ବ୍ୟକ୍ତି, ଅସହାୟ ବି ଫେରୁନାହାନ୍ତି ଖାଲି ହାତରେ!

କିଛି ଲୋକଙ୍କ ହୃଦୟ ବହୁତ ଖୋଲା ହୋଇଥାଏ। ଏମିତି ଜଣେ ମଣିଷ ହେଉଛନ୍ତି ଫେନାଜ ସିଧେକ, ଯାହାଙ୍କ ଘର କେରଳର Muvattupuzha ଠାରେ। ତାଙ୍କର ଏକ ପରିବା…

4 years ago

ବିଦ୍ୟୁତ୍‌ ବିଲ୍‌ ଦେଇ ନ ପାରିବାରୁ ସ୍କୁଲର କନେକ୍ସନ କାଟିଦେଲା ବିଭାଗ, ୭ମ ଶ୍ରେଣୀ ଛାତ୍ର ତିଆରି କରିଦେଲେ ‘ପବନ ଚକ୍ରୀ’, ଏବେ ପୂରା ସ୍କୁଲ ଆଲୋକିତ

ମହାରାଷ୍ଟ୍ରର ବିଡ୍‌ ଜିଲାରେ ଥିବା ଏକ ସରକାରୀ ସ୍କୁଲ ନିଜ ପାଇଁ ବିଜୁଳି ଆବଶ୍ୟକତା ନିଜେ ହିଁ ପୂରଣ କରୁଛି। ଘଟଣାଟି ହେଲା, କୁର୍ଲା ଗାଁରେ ଥିବା…

4 years ago

ନିଆରା ଉଦାହରଣ ସୃଷ୍ଟି କଲେ ଏହି ଦମ୍ପତି, ୧୦୦୦ କିଲୋମିଟର ପଦଯାତ୍ରା କରୁଛନ୍ତି କେବଳ ଗାନ୍ଧିଜୀଙ୍କ ପାଇଁ, ଜାଣନ୍ତୁ କାହିଁକି

କୁହାଯାଏ, ଲୋକେ ମରନ୍ତି ନାହିଁ, କାହିଁକି ନା ତାଙ୍କ ବିଚାର ଅମର ରହିଥାଏ। ଭଗତ ସିଂ ମଧ୍ୟ ଠିକ୍‌ ଏହା ହିଁ କହିଥିଲେ, ଆପଣ ମୋତେ ମାରିପାରିବେ,…

4 years ago