ସ୍ପେଶାଲ

ଏଥର ଧନତେରସ୍‌ ବହୁତ ଖାସ୍‌, ୪୯୯ ବର୍ଷ ପରେ ଦୀପାବଳିର ଠିକ ଦିନଟେ ପୂର୍ବରୁ ପଡୁଛି ଏମିତି ଶୁଭ ଯୋଗ

ଦୀପାବଳିର ଦୁଇ ଦିନ ପୂର୍ବରୁ ପଡୁଥିବା ଧନତେରସ୍‌ର ପର୍ବ ଚଳିତ ବର୍ଷ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ପାଳନ କରାଯିବ। ତ୍ରୟୋଦଶୀର ଉଦୟା ତିଥି ଏବଂ ପ୍ରଦୋଶ କାଳ ଥିବା କାରଣରୁ ଦୀର୍ଘ ୪୯୯ ବର୍ଷ ପରେ ଏମିତି ଯୋଗ ହେଉଛି। ଏହାପୂର୍ବରୁ ଏମିତି ଶୁଭ ଯୋଗ ୧୫୨୧ରେ ପଡିଥିଲା। ଚଳିତ ବର୍ଷ ୧୩ ନଭେମ୍ବରରେ ଧନତେରସ୍‌ ସହିତ ସଂଧ୍ୟାରେ ନର୍କ ଚତୁର୍ଦ୍ଦଶୀର ମଧ୍ୟ ପୂଜା ହେବ। ୧୪ ତାରିଖ ସ୍ୱାତି ନକ୍ଷତ୍ରରେ ଦୀପାବଳୀ ପୂଜା ହେବ।

୧୨ ନଭେମ୍ବର ରାତି ୯:୩୦ ଟାରେ ତ୍ରୟୋଦଶୀ ଆରମ୍ଭ ହେବ ଯାହା ୧୩ ନଭେମ୍ବର ସଂନ୍ଧ୍ୟା ୫:୫୯ ପର୍ଯ୍ୟନ୍ତ ରହିବ। ଏହା ତ୍ରୟୋଦଶୀ ଉଦୟା ତିଥି ଏବଂ ପ୍ରଦୋଶ କାଳରେ ପଡୁଛି। ଏହି କାରଣରୁ ଧନତେରସ୍‌ ଦିପାବଳିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ପାଳନ କରାଯିବ। ଏହି ଦିନ ସନ୍ଧ୍ୟା ୫:୫୯ ମିନିଟ ଠାରୁ ଚତୁର୍ଦ୍ଦଶୀ ଲାଗିବ, ଯାହା ୧୪ ତାରିଖ ଦ୍ୱିପହର ୨:୧୮ ମିନିଟ ପର୍ଯ୍ୟନ୍ତ ରହିବ।

ଏମିତିରେ ଯେଉଁମାନେ ମାସିକ ଶଷିବରାତ୍ରି ବ୍ରତ କରୁଛନ୍ତି, ସେମାନେ ୧୩ ନଭେମ୍ବର ଦିନ ବ୍ରତ କରିବା ଉଚିତ। ଜ୍ୟୋତିର୍ବିଦଙ୍କ ମୁତାବକ କାର୍ତ୍ତିକ ମାସ ଅମାବାସ୍ୟାର ସ୍ୱାତୀ ନକ୍ଷତ୍ର ରାତି ୮:୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏମିତିରେ ଲକ୍ଷ୍ମୀ ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫:୨୨ ମିନିଟରୁ ଆରମ୍ଭ ହୋଇ ୭:୧୨ ମିନିଟ୍‌ ପର୍ଯ୍ୟନ୍ତ ଉତ୍ତମ ରହିବ।

ବ୍ୟବସାୟିତ ସ୍ଥାନରେ ଲକ୍ଷ୍ମୀ ପୂଜା ଦ୍ୱିପହର ତିନିଟା ରୁ ରାତି ୮:୦୯ ମିନିଟ୍‌ ପର୍ଯ୍ୟନ୍ତ କରିପାରିବେ। ସେହିପରି ହିନ୍ଦୁ ଧର୍ମରେ ଧନତେରସ୍‌ରେ ନୂଆ ଜିନିଷ କ୍ରୟ କରିବାକୁ ଶୁଭ ବୋଲି ଧରାଯାଏ। ନୂତନ ଜିନିଷ କିଣିବାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୬:୦୧ ଠାରୁ ନେଇ ରାତି ୮:୩୩ ମିନିଟ‌ ପର୍ଯ୍ୟନ୍ତ ରହିବ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

10 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago