ସ୍ପେଶାଲ

ଚାଣକ୍ଯ ନୀତି: ଏମିତି ଲୋକଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ, ନଚେତ ଧନ ଓ ଜୀବନ ହୋଇଯିବ ନଷ୍ଟ

ସଂସାରରେ ଅନେକ ପ୍ରକାର ଲୋକ ବାସ କରନ୍ତି। ଏମାନଙ୍କ ମଧ୍ୟରେ ଏମିତି କିଛି ଲୋକ ରହିଥାନ୍ତି, ଯେଉଁମାନେ ନିଜର ଭଳି ବ୍ଯବହାର କରନ୍ତି, କିନ୍ତୁ ବାସ୍ତବରେ ସେମାନେ ହିଁ ଆପଣଙ୍କର ବଡ ଶତ୍ରୁ ହୋଇଥାନ୍ତି। ଚାଣକ୍ଯ ଏକ ଶ୍ଲୋକ ମାଧ୍ୟରେ ଏମିତି ଲୋକଙ୍କ ବିଷୟରେ କହିଛନ୍ତି, ଯେଉଁମାନଙ୍କ ଠାରୁ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଚାଣକ୍ଯ କହିଥିବା ଶ୍ଲୋକ…

ପରସ୍ପରସ୍ଯ ମର୍ମାଣି ୟେ ଭାଷନ୍ତେ ନରାଧମାଃ ।
ତ ଏବ ବିଲୟ ୟାନ୍ତି ବଲ୍ମିକୋଦରସର୍ପବତ୍ ।।

ଚାଣକ୍ଯ ଏହି ଶ୍ଲୋକରେ କହିଛନ୍ତି, ଯେଉଁ ଲୋକ ପରସ୍ପର ସହିତ ଗୁପ୍ତ ରହସ୍ଯ ବିଷୟରେ କୁହାହୁଅନ୍ତି, ଏମିତି ବ୍ଯକ୍ତିଙ୍କୁ ଚାଣକ୍ଯ ପତିତ, ଅଧମ ଏବଂ ଦୁଷ୍ଟ ବୋଲି କହିଛନ୍ତି। ଏମିତି ବ୍ଯକ୍ତି ପ୍ରଥମେ ପରସ୍ପରକୁ ଅପମାନିତ କରି ଆନନ୍ଦ ଅନୁଭବ କରନ୍ତି, କିନ୍ତୁ ପରେ ସର୍ପ ଭଳି ଚୋଟ ମାରନ୍ତି। ମନୁଷ୍ଯ ଏମିତି ବ୍ଯକ୍ତି ଠାରୁ ସବୁବେଳେ ବଞ୍ଚି ରହିବା ଆବଶ୍ଯକ। ଏମିତି ଲୋକ ଆପଣଙ୍କ ଧନ, ଜୀବନ, ଦୁହିଁକୁ ନଷ୍ଟ କରିଦେଇଥାନ୍ତି।

ଗନ୍ଧଃ ସୁବର୍ଣ୍ଣ ଫଲମିକ୍ଷୁଦଣ୍ଡ ନାକାରି ପୁଷ୍ପ ଖଲୁଚନ୍ଦ୍ରନେଷୁ।
ବିଦ୍ବାନ୍ ଧନଢ୍ଯୋ ନ ତୁ ଦୀର୍ଘଜୀବୀ ଧାତୁଃ ପୁରା କୋପି ନ ବୁଦ୍ଧିଦୋଭୂତ।

ଯେମିତି ସୁନାରେ ବାସ୍ନା, ଆଖୁରେ ଫଳ ଏବଂ ଚନ୍ଦନରେ ଫୁଲ ନଥାଏ, ସେମିତି ବିଦ୍ବାନ ଧନୀ ଏବଂ ରାଜା ଦୀର୍ଘାୟୁ ହୋଇନ ଥାନ୍ତି।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

36 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

42 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago