Categories: ସ୍ପେଶାଲ

ମେଶିନ କହିବା ଆଗରୁ ଏହି ମହିଳା ପ୍ରଥମେ ଜାଣିପାରନ୍ତି ଦୁନିଆର କେଉଁ ସ୍ଥାନରେ ହେଲା ‘ଭୂମିକମ୍ପ’

ସ୍ପେନ୍‌ର ୩୦ ବର୍ଷୀୟା ଜଣେ ମହିଳାଙ୍କୁ ଦୁନିଆର ଯେକୌଣସି ସ୍ଥାନରେ ଆସୁଥିବା ଭୂମିକମ୍ପ ପ୍ରଥମେ ଜଣାପଡ଼ିଥାଏ। ମହିଳା ଜଣକ ନିଜକୁ ‘ସାୟବର୍ଗ ଓମ୍ୟାନ୍‌’ ବୋଲି କହିଥାଆନ୍ତି। ପ୍ରକୃତ କଥା ହେଲା, ତାଙ୍କର ଏକ ବାହୁରେ ସିସମିକ୍‌ କମ୍ପ୍ୟୁଟର ଚିପ୍‌ ସେନ୍ସର ଇମ୍ପ୍ଲାଟ କରାଯାଇଛି, ଯାହାକି ଦୁନିଆରେ ଯେଉଁଠି ବି ଭୂମିକମ୍ପ ଆସିଲେ, ଭାଇବ୍ରେଟ୍‌ ହୋଇଥାଏ। ମହିଳାଙ୍କ ନାଁ ମୁନ ରିବାସ୍‌।

ଏହାସହ ପଢ଼ନ୍ତୁ: ପୁଅଙ୍କ ପାଇଁ ପାଗଳ ହୁଅନ୍ତି ଏହି ଦେଶର ଯୁବତୀ, ହେଲେ ସହଜରେ ମିଳି ନ ଥାଆନ୍ତି ମନର ମଣିଷ, ଜାଣନ୍ତୁ କାହିଁକି

ରିବାସ୍‌ ପେସାରେ ଜଣେ ନୃତ୍ୟଶିଳ୍ପୀ। ତାଙ୍କ ବାହୁରେ ଇମ୍ପ୍ଲାଟ କରାଯାଇଥିବା ସେନ୍ସର ଆଇଫୋନ୍‌କୁ ସ୍ୱତନ୍ତ୍ର ଭାବେ ବନାଯାଇଥିବା ଆପ୍ଲିକେଶନ ସହ ଯୋଡ଼ାଯାଇଛି। ଏହା ସର୍ବପ୍ରଥମେ ଭୂକମ୍ପର ସୂଚନା ରିବାସ୍‌ଙ୍କ ପାଖରେ ହିଁ ପହଞ୍ଚାଇଥାଏ। ରିବାସ୍‌ଙ୍କୁ ସଙ୍କେତ ମିଳିବା କ୍ଷଣି ସେ ଆପ୍ଲିକେଶନରେ ଭୂମିକମ୍ପର କେନ୍ଦ୍ର ଏବଂ ଏହାର ତୀବ୍ରତା ମାପିଥାଆନ୍ତି। ତାଙ୍କ ବାହୁରେ ଲାଗିଥିବା ଚିପ୍‌ର ଭାଇବ୍ରେଶନର ତୀବ୍ରତାରୁ ସେ ଭୂମିକମ୍ପର ତୀବ୍ରତା ଅନୁମାନ ଲଗାଇ ଥାଆନ୍ତି।

Roshni

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

37 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

54 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

58 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago