ଫଟୋ ଉଠାଇବା ସଉକ କାହାର ବା ନଥାଏ । ଆମେ ଯୁଆଡେ ଯାଇଥାଉ ସେହି ମୁହୁର୍ତ୍ତର ଫଟୋ ଉଠାଇବାକୁ ଜମା ବି ଭୁଲନ୍ତି ନାହିଁ । ଏବେ ଲୋକମାନେ ସବୁ ସମୟରେ ସବୁ ମୁହୁର୍ତ୍ତରେ ଫଠୋ ଉଠାଇବାକୁ ଟିକେ ବି ଭୁଲୁନାହାନ୍ତି । ଲୋକମାନଙ୍କୁ ଏବେ ସେଲଫି ନିସା ଘାରିବା କଥା ତ ଆପଣ ଶୁଣିଛନ୍ତିି । କିନ୍ତୁ ଏବେ ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁ ମଣିଷ ମାନଙ୍କ ଫଟୋ ଉଠାଇବା ବିଷୟରେ ନୁହେଁ ପକ୍ଷୀ ମାନଙ୍କର ଫଟୋ ଉଠାଇବାର ନିସା ବିଷୟରେ ।
ଲଣ୍ଡନର ଏହି ଭିଡିଓକୁ ଦେଖି ଆପଣ ମଧ୍ୟ କହିବେ ଏବେ ପକ୍ଷୀ ମାନଙ୍କୁ ମଧ୍ୟ ଫଟୋ ଉଠାଇବା ନିସା ଘାରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଟି ପକ୍ଷୀ ଟ୍ରାଫିକ କ୍ୟାମେରା ସାମ୍ନାରେ ବସି ବିଭିନ୍ନ ପ୍ରକାର ପୋଜ୍ ଦେଉଛନ୍ତି ।
ଏହି ପକ୍ଷୀର ନାମ ହେଉଛି ସିଗଲ । ଟ୍ରାନ୍ସପୋର୍ଟ ଫର୍ ଲଣ୍ଡନ ନିଜର ଟ୍ଵିଟର ଆକାଉଣ୍ଟରେ ପକ୍ଷୀ ମାନଙ୍କର ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛିା ଭିଡିଓଟିକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଫଟୋ ଏବଂ ଭିଡିଓରେ ଏବେ ପର୍ଯ୍ୟନ୍ତ ହଜାରରୁ ଅଧିକ ଲାଇକ ଏବଂ କମେଣ୍ଟସ ଆସିସାରିଲାଣି ।
ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …