Categories: ସ୍ପେଶାଲ

କଣ କୌଣସି ମହିଳା କାହାକୁ ଗୁରୁ କରିପାରନ୍ତି କିମ୍ବା ଗୁରୁ ହୋଇପାରନ୍ତି କି? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

କଣ କେବେ କୌଣସି ମହିଳା କାହାକୁ ନିଜର ଗୁରୁ କରିପାରନ୍ତି ବା ଗୁରୁ ହୋଇପାରନ୍ତି କି ? ଏନେଇ ଆପଣଙ୍କ ମନରେ ନିଶ୍ଚିଦନ୍ତ ପ୍ରଶ୍ନ ଉଠିଥିବ। ଏହି ପ୍ରଶ୍ନ ବହୁତ ମହତ୍ୱପୂର୍ଣ୍ଣ। ଉଲ୍ଲେଖ ରହିଛି ଭଗବାନ ବୁଦ୍ଧ ଅଧିକ ସମୟ ପର୍ଯ୍ୟନ୍ତ ମହିଳାଙ୍କୁ ଦୀକ୍ଷା ଦେଇନଥିଲେ କିନ୍ତୁ ମହାପ୍ରଜାପତି ଗୌତମୀଙ୍କ କାରଣରୁ ସେ ମହିଳାଙ୍କୁ ମଧ୍ୟ ଦୀକ୍ଷା ଦେଇଥିଲେ। ଜୈନ ଧର୍ମରେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ସାଧ୍ୱୀ କରାଯାଇନଥାଏ। କିନ୍ତୁ ମହାବୀର ସ୍ୱାମୀଙ୍କ ସମୟରେ ନରେଶ ଦଧିବାହନଙ୍କ କନ୍ୟା ଚମ୍ପା ପ୍ରଈଥମ ଜୈନ ଭିକ୍ଷୁଣି ହୋଇଥିଲେ।

ହିନ୍ଦୁ ଧର୍ମରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ବେଦ ରଚନା କରିବା ସହ ଋଷିମାନଙ୍କ ସହ ଶାସ୍ତ୍ରର୍ଥ କରିଛନ୍ତି। ବୈଦିକ ଯୁଗରେ ନାରୀମାନଙ୍କୁ ଧର୍ମ ଏବଂ ରାଜନୀତିରେ ମଧ୍ୟ ପୁରୁଷଙ୍କ ସମାନ ସମାନତା ହାସଲ ଥିଲେ। ସେମାନେ ବେଦ ପଢିବା ସହ ପଢାଉଥିଲେ ମଧ୍ୟ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମୈତ୍ରେୟୀ, ଗାର୍ଗୀ। ଋକ୍‌ ବେଦର ରଚନାରେ ପାଖାପାଖି ୪୧୪ ଋଷିଙ୍କ ନାମ ମିଳିଥାଏ, ଯାହା ମଧ୍ୟରେ ୩୦ ଜଣ ମହିଳା ଋଷି। କେବଳ ଏତିକି ନୁହେଁ ନାରୀମାନେ ଯୁଦ୍ଧ କଳାରେ ମଧ୍ୟ ପାରଙ୍ଗମ ହୋଇ ରାଜପାଟ ମଧ୍ୟ ସମ୍ଭାଳି ଥିଲେ। ଏହାବ୍ୟତୀତ ମହିଳାମାନେ ଆଶ୍ରମରେ ରହି ଆଶ୍ରମର କାମ, କାର୍ଯ୍ୟ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ମହାଭାରତ ଯୁଦ୍ଧ ପରେ ନାରୀଙ୍କ ପତନ ଘଟିବା ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ପରେ ସମାଜ ବିଖରିତ ହୋଇଯାଇଥିଲା। ରାଷ୍ଟ୍ର ରାଜନୀତିକ ଶୂନ୍ୟ ହୋଇଯାଇଥିଲା ଏବଂ ଧର୍ଢ଼ର ପତନ ମଧ୍ୟ ହୋଇଥିଲା। ଯୁଦ୍ଧରେ ମୃତ୍ୟୁ ହୋଇଯାଇଥିବା ପୁରୁଷଙ୍କ ସ୍ତ୍ରୀମାନେ ବିଧବା ହୋଇ ଖରାପ ସମୟରେ ଫସି ଯାଇଥିଲେ। ବୈଦିକ ବ୍ୟବସ୍ଥା ଶୂନ୍ୟ ହୋଇଗଲା ଏବଂ ସେହି ସ୍ଥାନରେ ରାଜା ଏବଂ ପୁରୋହିତଙ୍କ ଦ୍ୱାରା ନିର୍ମିତ ସାମାଜିକ ନିୟମ ମହତ୍ୱପୂର୍ଣ୍ଣ ହୋଇଥିଲା। ବୈଦିକ ଯୁଗ ପରେ ମଧ୍ୟ ମଧ୍ୟକାଳରେ ନାରୀଙ୍କ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏହାର କାରଣ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଏବଂ ପୁରୁଷଙ୍କ ମାନସିକତା ଭାରି ହେବା। ଏଥିରେ କୁଣି କୁହାଯାଇଥିଲା ନାରୀ କେବେ ଗୁରୁ ହେବା ଉଚିତ ଏବଂ ନା ହିଁ କାହାକୁ ଗୁରୁ କରିବା ଉଚିତ। ଏହା ପଛରେ ଅନେକ ରହସ୍ୟ ଉଲ୍ଲେଖ କରାଯାଇଛି। କିନ୍ତୁ ବାସ୍ତବରେ କୁହାଯାଇଛି ନାରୀର ପତି ହିଁ ତାର ପ୍ରକୃତ ଗୁରୁ ହୋଇଥାଏ। ଅର୍ଥାତ ଅଗ୍ନି ସ୍ୱିଜାତିୟଙ୍କ ଗୁରୁ। ବ୍ରାହ୍ମଣ ଚାରି ବର୍ଣ୍ଣର ଗୁରୁ। ଏକମାତ୍ର ପତି ହିଁ ସ୍ତ୍ରୀଙ୍କ ଗୁରୁ ହୋଇଥାନ୍ତି।

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

12 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

15 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

38 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

53 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago