Categories: ସ୍ପେଶାଲ

ଶନିବାର ଦିନ ଜପ କରନ୍ତୁ ଏହି ୫ଟି ମନ୍ତ୍ର, ନିଶ୍ଚିତ ପୂରଣ ହେବ ମନୋସ୍କାମନା

ଶନିଦେବ ଏକମାତ୍ର ଏଭଳି ଦେବତା, ଯାହାଙ୍କୁ ପ୍ରାୟତଃ ଲୋକମାନେ ଭୟ କରିଥାନ୍ତି। ବିଶେଷ ରୂପେ ଧରିତ୍ରୀବାସୀ କୌଣସସି ଦେବା-ଦେବୀଙ୍କ ପୂଜା କରନ୍ତୁ ବା ନକରନ୍ତୁ କିନ୍ତୁ ଶନିବାର ଦିନ ଶନିବାର ଯିବା ପାଇଁ କେବେ ଭୁଲି ନଥାନ୍ତି। ଶନି ଭଗବାନ ଦାନ ନେଉଥିବା ଲୋକଙ୍କ ଶଦ୍ଦ ଶୁଣିବା ମାତ୍ରେ ହିଁ ସବୁ ବର୍ଗର ଲୋକମାନେ ଯେଉଁ କାମ କରୁଥିଲେ ବି ଦାନ ଦେବା ପାଇଁ ପହଞ୍ଚି ଯାଇଥାନ୍ତି। କାରଣ ଯଦି କୌଣସି ବ୍ୟକ୍ତିଙ୍କ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ହୋଇଥାଏ।

ଉଲ୍ଲେଖ ଅନୁଯାୟୀ ଶନି ଦେବ ଶ୍ୟାମଳ ବର୍ଣ୍ଣ ହୋଇଥିବାରୁ ତାଙ୍କୁ କଳା ରଙ୍ଗ ବହୁତ ପ୍ରିୟ। ଶନି ଭଗବାନଙ୍କ କୃପା ଇଚ୍ଛା ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଶନିବାର ଦିନ କଳା ରଙ୍ଗର କପଡା ପିନ୍ଧିବା ଉଚିତଏବଂ ମଥାରେ କଳା ରଙ୍ଗର ତିଳକ ଲଗାନ୍ତୁ। ଏହାବ୍ୟତୀତ ଯଦି ସମ୍ଭବ ହୋଇପାରେ ତେବେ ସ୍ନାନ ସମୟରେ ପାଣିରେ ଅଳ୍ପ କିଛି ରଙ୍ଗର ତେଲ ପକାଇ ସ୍ନାନ କରନ୍ତୁ। କିଛି ଲୋକମାନେ ମଧ୍ୟ ଶନିବାର ଦିନ ଅନ୍ୟତ୍ର ସ୍ଥାନକୁ ଯାତ୍ରାକୁ କରିବା ପାଇଁ ପସନ୍ଦ କରିନଥାନ୍ତି। ବିଦ୍ୱାନଙ୍କ କହିବାନୁଯାୟୀ ଶନି ଭଗବାନଙ୍କର ଏପରି ୫ଟି ମନ୍ତ୍ର ରହିଛି , ଯେଉଁ ମନ୍ତ୍ର ଜପ କରିବା ଦ୍ୱାରା ଶନି ଦେବ ସର୍ବଦା ଶାନ୍ତି ରହିଥାନ୍ତି।

୧. ଓଁ ଶ୍ରୀ ଶନିଦେବାୟଃ ନମଃ
ଓଁ ଶ୍ରୀ ଶନିଦେବାୟଃଶାନ୍ତି ଭବଃ
ଓଁ ଶ୍ରୀ ଶନିଦେବାୟଃ ଶୁଭମ୍‌ ଫଲଃ
ଓଁ ଶ୍ରୀ ଶନି ଦେବାୟଃ ଫଲଃ ପ୍ରାପ୍ତି ଫଲଃ

୨. ନିଲାଞ୍ଜନ ସମଭାଷଂ ରବିପୁତ୍ରଂ ଯମାଗ୍ରଜଂ
ଛାୟା ମାର୍ତପ୍ତ ସଂମ୍ଭୁତଂ ତଂନମାମି ଶନୈଶ୍ଚରଂ

୩. ଓଁ ପ୍ରାଁ ପ୍ରୀଂ ପ୍ରୌ ସଃ ଶନୈଶ୍ଚରାୟ ନମଃ

୪. ଓଁ କାକ ଓ୍ଵଜାୟ ବିଦ୍ମହେ ଗଡ୍‌ଗ ହସ୍ତାୟ ଧିମହି
ତନ୍ନୋ ମନ୍ଦଃ ପ୍ରଚୋଦୟାତ୍‌

୫. ଓଁ ଶଂ ଶନୈଶ୍ଚରାୟ ନମଃ।

KNews Bureau

Recent Posts

ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ, ଗାଁ ଗହଳିରେ ଚାଲିଛି ଜୋରଦାର ପ୍ରସ୍ତୁତି

ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ । ରଜ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେନ୍ଦୁଝର ଜିଲ୍ଲାରେ ରଜକୁ…

17 mins ago

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି…

37 mins ago

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬…

43 mins ago

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

54 mins ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

57 mins ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

1 hour ago