ସ୍ପେଶାଲ

ଭଗବାନ ଗଣେଶଙ୍କୁ ଏମିତି କରନ୍ତୁ ପ୍ରସନ୍ନ, କେବେ ଆସିବ ନାହିଁ ଅସୁବିଧା

ବୁଧବାର ଦିନଟି ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ । ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତ୍ତା କହିଥାନ୍ତି ଅର୍ଥାତ ସେ ସମସ୍ତଙ୍କ ଦୁଃଖ କଷ୍ଟ ହରଣ କରିଥାନ୍ତି । ମାନ୍ୟତା ରହିଛି ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବିଘ୍ନ ବାଧା ସବୁଦିନ ପାଇଁ ଚାଲିଯାଇଥାଏ । ଯଦି ଆପଣ ଶ୍ରୀ ଗଣେଶଙ୍କୁ ସନ୍ତୁଷ୍ଟ କରି ତାଙ୍କର କୃପା ପାଇବାକୁ ଚାହାଁନ୍ତି, ତେବେ ଏହି ଦିନ ବିଧି ବିଧାନ ପୂର୍ବକ ଶ୍ରୀ ଗଣେଶଙ୍କ ପୂଜା କରିବା ସହ କିଛି ଖାସ ମନ୍ତ୍ର ଜପ କରନ୍ତୁ ।

ବୁଧବାର ଦିନ ଏହି ମନ୍ତ୍ର କରନ୍ତୁ ଜପ :

୧. ଯଦି ଆପଣ କିଛି ବିଶେଷ ଫଳ ପାଇବାକୁ ଚାହୁଁଛନ୍ତି ଏହି ମନ୍ତ୍ର ଜପ କରନ୍ତୁ –

ଦୁର୍ବା କରାନ୍ସ ରିତାନ ମୃତନ୍ମଙ୍ଗଳ ପ୍ରଦାନ ।
ଆନୀ ତାଂସ୍ତବ ପୂଜାର୍ଥ ଗୃହାଣ ପରମେଶ୍ୱର ।।

୨. ଯଦି ପୂର୍ବ କର୍ମର ଖରାପ ଫଳ ଶେଷ କରିବାକୁ ଚାହୁଁଛନ୍ତି ଜପ କରନ୍ତୁ –

ଓଁ ଏକଦନ୍ତାୟ ବିଦ୍ମହେ, ବକ୍ର ତୁଣ୍ଡାୟ ଧିମହି ।
ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍‌ ।।

୩. ଜୀବନର ସମସ୍ତ ଦୁଃଖ ଦୂର କରିବା ପାଇଁ –

ଓଁ ଗ୍ଲୌମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ ।
ଲୌମ ଗଣପତି, ଋଦ୍ଧି ପତି, ସିଦ୍ଧି ପତି, ମେରେ କର ଦୁର କ୍ଲେଶ ।।

୪. ଆର୍ଥିକ ସଂକଟରୁ ମୁକ୍ତି ପାଇଁ କରନ୍ତୁ ଏହି ମନ୍ତ୍ର ଜପ-

ଓଁ ନମୋ ଗଣପତୟେ କୁବେର ୟେକଦ୍ରିକୋ ଫଟ୍‌ ସ୍ୱାହା ।

. ଯେଉଁ ବ୍ୟକ୍ତି ବେରୋଜଗାର ଓ ସେମାନେ ରୋଜଗାର ପାଇବାକୁ ଚାହୁଁଛନ୍ତି ଏହି ମନ୍ତ୍ର ଜପ କରନ୍ତୁ –

ଓଁ ଶ୍ରୀଂ ଗଂ ସୌଭ୍ୟାୟ ଗଣପତୟେ ବର ବରଦ ସର୍ବଜନଂ ମେଂ ବଶମାନୟ ସ୍ୱାହା ।

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

14 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

33 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

41 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

58 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago