Categories: ସ୍ପେଶାଲ

ଏଠାରେ ପୋଲିସରେ ଭର୍ତ୍ତି ହେବା ପାଇଁ ମହିଳାଙ୍କୁ ଦେବାକୁ ପଡିଥାଏ ଏହି ପରୀକ୍ଷା, ଜାଣିଲେ ହେବେ ଆଶ୍ଚର୍ଯ୍ଯ

ଆମକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ପାଇଁ ବହୁତ କିଛି ଟେଷ୍ଟ ଦେବାକୁ ପଡିଥାଏ। ଏମିତିରେ ଯଦି କୌଣସି ଚାକିରି କରିବାକୁ ଚାହୁଁଥିଲେ ତାହା ପାଇଁ ଆମକୁ କିଛି ଟେଷ୍ଟ କିମ୍ବା ପରୀକ୍ଷାକୁ ସାମ୍ନା କରିବାକୁ ପଡିଥାଏ। ଏହି ନିୟମ ଦ୍ବାରା ଆପଣଙ୍କୁ ପରବର୍ତ୍ତୀ ପର୍ଯ୍ଯାୟ ପାଇଁ ଚୟନ କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ ଜଣାଇବୁ ଯେଉଁଠି ମହିଳା ମାନେ ପୋଲିସରେ ଭର୍ତ୍ତି ହେବା ପାଇଁ ଏମିତି ଏକ ସ୍ବତନ୍ତ୍ର ଟେଷ୍ଟର ସାମ୍ନା କରିବାକୁ ପଡିଥାଏ।

ଦେବାକୁ ପଡିଥାଏ ଏହି ଟେଷ୍ଟ

ଅନେକ ଦେଶ ରହିଛି ଯେଉଁଠି ଏବେ ମଧ୍ୟ ପୁରୁଣା ଭାବନାକୁ ନେଇ ବଞ୍ଚୁଛନ୍ତି। ଆମେ କହିବାକୁ ଯାଉଛୁ ଇଣ୍ଡୋନେସିଆ, ଯେଉଁଠି କିଛି ଅଜବ କାନୁନ ରହିଛି। ଏଠାରେ ପୋଲିସରେ ଭର୍ତ୍ତି ହେବା ପାଇଁ ମହିଳାଙ୍କୁ ନିଜର ଭର୍ଜିନିଟୀ ଟେଷ୍ଟ ଦେବାକୁ ପଡିଥାଏ।

ଏହା ସହ ପଢ଼ନ୍ତୁ : ଏପରି ଏକ ଗ୍ରାମ ଯେଉଁଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ସଧବା ରହିଥାନ୍ତି ମହିଳା

ଯଦି ଆପଣଙ୍କୁ ସେହିଠାରେ ଚାକିରି ଦରକାର ତେବେ ଏହଭଳି ଟେଷ୍ଟକୁ ସାମ୍ନା କରିବାକୁ ପଡିବ। ଅନେକ ଦେଶରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେଉଛନ୍ତି ସେଠି ଇଣ୍ଡୋନେସିଆର ଏହି ନୀଚ ଭାବନା ସମସ୍ତଙ୍କୁ ହତବାକ୍ କରିଦେଇଛି।

କୁମାରିତ୍ବ ପରୀକ୍ଷା

ଇଣ୍ଡୋନେସିଆରେ କେବଳ ଯୁବତୀଙ୍କ କୁମାରିତ୍ବକୁ ନୁହେଁ ବରଂ ଏହା ମଧ୍ୟ ଦେଖାଯାଏ ଯେ ଯୁବତୀ ଜଣକ କେତେ ସୁନ୍ଦର ଅଛନ୍ତି। ଏହି ଦୁଇଟି ପରୀକ୍ଷାରେ ଯଦି ଆପଣ ପାସ୍ କରନ୍ତି ତେବେ ପୋଲିସ୍ ଚାକିରି ଥୁଆ ।

KNews Bureau

Recent Posts

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

25 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

1 hour ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

1 hour ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

1 hour ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

2 hours ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

2 hours ago