Categories: ସ୍ପେଶାଲ

ଧାନ କି ଗହମ ନୁହେଁ, ଏଠାରେ ହୋଇଥାଏ ‘ଚୌକି’ ଚାଷ

୫୦ ବର୍ଷ ପୁରୁଣା କୌଣସି ଗଛକୁ କାଟି ଫର୍ଣ୍ଣିଚର ତିଆରି କରିବା ଅପେକ୍ଷା ଗଛକୁ ଫର୍ଣ୍ଣିଚର ଆକାରରେ ତିଆରି କରିବା ସହଜ ହୋଇଥାଏ। ରିପୋର୍ଟ ଅନୁଯାୟୀ ଇଂଲଣ୍ଡରେ ରହୁଥିବା ପତି-ପତ୍ନୀ ଗୋଓ୍ଵିନ ଏବଂ ଏଲିସ ମୁନରୋ ବହୁତ ବର୍ଷ ଧରି ଫର୍ଣ୍ଣିଚର ଆକାରର ଗଛ ଲଗାଇଥାନ୍ତି। ଉଭୟ ଦମ୍ପତି ବର୍ତ୍ତମାନ ପଯ୍ୟର୍ନ୍ତ ୫୦ ଟେବୁଲ, ୨୫୦ ଚୌକି ଏବଂ ୧୦୦ ଲ୍ୟାମ୍ଫ। ଗୋଓ୍ଵିନ ୨୦୦୬ ମସିହାରୁ ଗଛକୁ ଫର୍ଣ୍ଣିଚର ଆକାରରେ ତିଆରି କରିଥିଲେ। ସେ ସମୟରେ ସେ ଗଛକୁ ଚୌକି ଆକାରରେ ତିଆରି କରିଥିଲେ। ଏହାପରେ ଏହି କାମ କରିବାରେ ତାଙ୍କ ଭିତରର ଇଛାଶକ୍ତି ଜାଗ୍ରତ ହୋଇଥିଲା।

୨୦୧୨ ମସିହାରେ ଗୋଓ୍ଵିନ ଏଲିସ୍‌ଙ୍କୁ ବିବାହ କରିଥିଲେ। ଏହାପରେ ସେ ଏକ କମ୍ପାନୀ ଖୋଲିବା ପରେ ନିଜର ଆଇଡିଆକୁ ଏକ ବ୍ୟବସାୟରେ ପରିଣତ କରାଇଥିଲେ। କିନ୍ତୁ ପ୍ରଥମ ଥର ସେ ଫର୍ଣ୍ଣିଚର ତିଆରି କରିବା ସମୟରେ ତାଙ୍କର ଫସଲ ନଷ୍ଟ ହୋଇଯାଇଥିଲା। ଗୋଓ୍ଵିନଙ୍କ କହିବା ଅନୁଯାୟୀ ସେ ଏକ ବୋନସାଇ ଗଛକୁ ଦେଖିବା ପରେ ତାଙ୍କୁ ସେହି ଗଛଟି ବିଲକୁଲ୍‌ ଚୌକି ଆକାରର ଦେଖାଯାଇଥିଲା। ଗଛକୁ ଫର୍ଣ୍ଣିଚର ଆକୃତି ଦେବାରେ ଅନେକ ସମୟ ଲାଗିଥାଏ। ଏଥିପାଇଁ ଗଛର ଡାଳକୁ ସେହି ହିସାବରେ ମୋଡିବାକୁ ପଡିଥାଏ। ଏହି ଗଛରେ ତିଆରି ଚୌକିକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ସେହିଭଳି ଟେବୁଲର ମୂଲ୍ୟ ୧୧ ଲକ୍ଷ ଏବଂ ଗୋଟିଏ ଲ୍ୟାମ୍ପର ମୂଲ୍ୟ ୮୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

ସୂଚନା ଅନୁଯାୟୀ ଗଛରେ ଏକ ଚୌକି ତିଆରି କରିବା ପାଇଁ ୬ ରୁ ୯ ମାସ ସମୟ ଲାଗିଥାଏ। ଏହାପରେ ଏହା ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଥାଏ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

16 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

41 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

45 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

48 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

54 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago