Categories: ସ୍ପେଶାଲ

ଏଠାକାର ମହିଳା ବର୍ଷକୁ ପାଞ୍ଚ ଦିନ ରହିଥାନ୍ତି ନିବସ୍ତ୍ର, ବର୍ଷ ବର୍ଷ ଧରି ଚାଲୁଛି ଏହି ପରମ୍ପରା

ଦୁନିଆରେ ଏମିତି ଅନେକ ପରମ୍ପରା ଅଛି ଯାହା ବହୁତ ଅଜବ। ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତରେ ଏମିତି ଏକ ଯାଗା ଅଛି ଯେଉଁଠି ବିବାହିତ ମହିଳାଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପୋଷାକ ପିନ୍ଧିବାକୁ ଦିଅନ୍ତି ନାହିଁ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପାଞ୍ଚ ଦିନ ପର୍ଯ୍ୟନ୍ତ ସେମାନେ ବିନା କପଡାରେ ରହିଥାନ୍ତି। ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ। ଏମିତି ପରାମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି ଏବଂ ଏହି ପରମ୍ପରା ଏବେ ମଧ୍ୟ ଚାଲୁଛି।

ଏହି ପରମ୍ପରା ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିରେ ପ୍ରାଣୀ ଗାଁରେ ପାଳନ କରାଯାଉଛି। ଏହି ଗାଁରେ ବର୍ଷରେ ୫ ଦିନ ମହିଳାମାନେ ବସ୍ତ୍ର ପିନ୍ଧନ୍ତି ନାହିଁ। ଏହି ପରମ୍ପରାର ଖାସ କଥା ଏହା ହେଉଛି ଯେ ସେମାନେ ସେହି ସମୟରେ ପୁରୁଷଙ୍କ ସାମ୍ନାକୁ ଆସିନଥାନ୍ତି।
ଶ୍ରାବଣ ମାସରେ ଏହି ପରମ୍ପରାକୁ ଆପଣା ଯାଇଥାଏ। ପୂର୍ବଜଙ୍କ ଠାରୁ ହିଁ ଏହି ପରମ୍ପରା ଚାଲି ଆସୁଛି। ମାନ୍ୟତା ଅନୁଯାୟୀ ଯଦି କୌଣସି ମହିଳା ଏହି ପରମ୍ପରାକୁ ମାନିବାକୁ ରାଜି ନ ହୁଅନ୍ତି ତେବେ ତାଙ୍କ ଘରେ ଅଶୁଭ ହୋଇଥାଏ। ଏହି କାରଣରୁ ସମସ୍ତେ ଏହି ପରମ୍ପରାକୁ ମାନିଥାନ୍ତି।

କିଛି ଲୋକଙ୍କ କହିବାନୁଯାୟୀ କିଛି ବର୍ଷ ପୂର୍ବରୁ ଏଠାକୁ ଏକ ରାକ୍ଷସ ସୁନ୍ଦର କପଡା ପିନ୍ଧୁଥିବା ମହିଳାଙ୍କୁ ଉଠାଇ ନେଇଥାଏ, ଯାହାର ଅନ୍ତ ଦେବତାମାନେ କରିଥିଲେ। ଲଏଥିପାଇଁ ଏହି ୫ ଦନି ପର୍ଯ୍ୟନ୍ତ ଲୋକମାନେ ହସିବା ବନ୍ଦ କରି ଦିଅନ୍ତି ଏବଂ ମହିଳାମାନେ ନିଜକୁ ସାଂସାରିକ ଜୀବନ ଠାରୁ ଅଲଗା ହୋଇଯାନ୍ତି। ଅବଶ୍ୟ ବର୍ତ୍ତମାନ ନୂଆ ପିଢ଼ୀ ଏହି ପରମ୍ପରାକୁ ଟିକେ ଭିନ୍ନ ଭାବରେ ପାଳନ କରୁଛନ୍ତି। ମହିଳାମାନେ ୫ ଦିନ ପର୍ଯ୍ୟନ୍ତ କପଡା ପିନ୍ଧନ୍ତି ନାହିଁ ଏବଂ ବହୁତ ପତଳା କପଡା ପିନ୍ଧନ୍ତି।

Pritiparna

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago