Below header

ଏଠାକାର ମହିଳା ବର୍ଷକୁ ପାଞ୍ଚ ଦିନ ରହିଥାନ୍ତି ନିବସ୍ତ୍ର, ବର୍ଷ ବର୍ଷ ଧରି ଚାଲୁଛି ଏହି ପରମ୍ପରା

ଦୁନିଆରେ ଏମିତି ଅନେକ ପରମ୍ପରା ଅଛି ଯାହା ବହୁତ ଅଜବ। ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତରେ ଏମିତି ଏକ ଯାଗା ଅଛି ଯେଉଁଠି ବିବାହିତ ମହିଳାଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପୋଷାକ ପିନ୍ଧିବାକୁ ଦିଅନ୍ତି ନାହିଁ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପାଞ୍ଚ ଦିନ ପର୍ଯ୍ୟନ୍ତ ସେମାନେ ବିନା କପଡାରେ ରହିଥାନ୍ତି। ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ। ଏମିତି ପରାମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି ଏବଂ ଏହି ପରମ୍ପରା ଏବେ ମଧ୍ୟ ଚାଲୁଛି।

women bareଏହି ପରମ୍ପରା ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିରେ ପ୍ରାଣୀ ଗାଁରେ ପାଳନ କରାଯାଉଛି। ଏହି ଗାଁରେ ବର୍ଷରେ ୫ ଦିନ ମହିଳାମାନେ ବସ୍ତ୍ର ପିନ୍ଧନ୍ତି ନାହିଁ। ଏହି ପରମ୍ପରାର ଖାସ କଥା ଏହା ହେଉଛି ଯେ ସେମାନେ ସେହି ସମୟରେ ପୁରୁଷଙ୍କ ସାମ୍ନାକୁ ଆସିନଥାନ୍ତି।
ଶ୍ରାବଣ ମାସରେ ଏହି ପରମ୍ପରାକୁ ଆପଣା ଯାଇଥାଏ। ପୂର୍ବଜଙ୍କ ଠାରୁ ହିଁ ଏହି ପରମ୍ପରା ଚାଲି ଆସୁଛି। ମାନ୍ୟତା ଅନୁଯାୟୀ ଯଦି କୌଣସି ମହିଳା ଏହି ପରମ୍ପରାକୁ ମାନିବାକୁ ରାଜି ନ ହୁଅନ୍ତି ତେବେ ତାଙ୍କ ଘରେ ଅଶୁଭ ହୋଇଥାଏ। ଏହି କାରଣରୁ ସମସ୍ତେ ଏହି ପରମ୍ପରାକୁ ମାନିଥାନ୍ତି।

womenକିଛି ଲୋକଙ୍କ କହିବାନୁଯାୟୀ କିଛି ବର୍ଷ ପୂର୍ବରୁ ଏଠାକୁ ଏକ ରାକ୍ଷସ ସୁନ୍ଦର କପଡା ପିନ୍ଧୁଥିବା ମହିଳାଙ୍କୁ ଉଠାଇ ନେଇଥାଏ, ଯାହାର ଅନ୍ତ ଦେବତାମାନେ କରିଥିଲେ। ଲଏଥିପାଇଁ ଏହି ୫ ଦନି ପର୍ଯ୍ୟନ୍ତ ଲୋକମାନେ ହସିବା ବନ୍ଦ କରି ଦିଅନ୍ତି ଏବଂ ମହିଳାମାନେ ନିଜକୁ ସାଂସାରିକ ଜୀବନ ଠାରୁ ଅଲଗା ହୋଇଯାନ୍ତି। ଅବଶ୍ୟ ବର୍ତ୍ତମାନ ନୂଆ ପିଢ଼ୀ ଏହି ପରମ୍ପରାକୁ ଟିକେ ଭିନ୍ନ ଭାବରେ ପାଳନ କରୁଛନ୍ତି। ମହିଳାମାନେ ୫ ଦିନ ପର୍ଯ୍ୟନ୍ତ କପଡା ପିନ୍ଧନ୍ତି ନାହିଁ ଏବଂ ବହୁତ ପତଳା କପଡା ପିନ୍ଧନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.