ସ୍ପେଶାଲ

ଟାୟାରରେ ନିର୍ମାଣ ହୋଇଛି ହାତୀ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ଆପଣ ଅନେକ କାରିଗରୀ ଦେଖିଥିବେ। ଆପଣ କାଠରେ ଅନେକ କାଗରୀ ଦେଖିଛନ୍ତି, ମାଟିରେ ବି ଦେଖିଛନ୍ତି କିନ୍ତୁ କଣ ଆପଣ କେବେ ଟାୟାରରେ ନିର୍ମିତ କୌଣସି କାରିଗରୀ ଦେଖିଛନ୍ତି। ଯଦି ନା, ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ୟୁନିକ କାରିଗରୀ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କ ଆଖିକୁ ବି ବିଶ୍ୱାସ କରିପାରବେନି।

ଭିଡିଓରେ ଆପଣ ଦେଖିପାରୁଥିବେ ଏକ ବିରାଟ ବଡ ହାତି ଛିଡା ହୋଇଛି। ଆଉ ଏ ହାତୀ କେଉଁଥିରେ ବନାଯାଇଛି ଜାଣିଛନ୍ତି, ଏହି ହାତୀଟି ବନା ଯାଇଛି ବ୍ୟବହୃତ ହୋଇସାରିଥିବା ଟାୟାରରେ। ଗୋଟେ ଗୋଟେ ଟାୟାରକୁ ଯୋଡି ବ୍ୟକ୍ତି ଜଣଙ୍କ ବହୁତ ସୁନ୍ଦର ହାତୀଟିକୁ ତିଆରି କରିଛନ୍ତି। ବାସ୍ତବରେ ଏହି ସୁନ୍ଦର କାରୁକାର୍ଯ୍ୟ ଦେଖିଲେ ଲାଗୁଛି ମଣିଷ ପାଖରେ ସବୁ କରିଦେଖାଇବାର ସାମର୍ଥ୍ୟ ରହିଛି। ବ୍ୟବହାର ହୋଇ ସାରିଥିବା ଜିନିଷରୁ ବି ଏମାନେ ବହୁତ ସୁନ୍ଦର ସୁନ୍ଦର କଳା ନିର୍ମାଣ କରିପାରନ୍ତି।

Pritiparna

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

27 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

43 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

58 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

2 hours ago