Categories: ସ୍ପେଶାଲ

ଦୁନିଆରେ ଅଛନ୍ତି ଏପରି ଅଜବ ଜୀବ, ଯାହାକୁ ଦେଖିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ

ବିଶ୍ୱରେ ବିଭିନ୍ନ ପ୍ରକାର ଜୀବ-ଜନ୍ତୁ ଦେଖାଯାଇଥାନ୍ତି। କିଛି ଜୀବ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାନ୍ତି ଏବଂ କିଛି ଜୀବକୁ ଦେଖିବା ମାତ୍ରେ ହିଁ ଡର ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ୫ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହାର ମୁହଁ ଦେଖିବାକୁ ଅଭୁତ ଭଳି। ବର୍ତ୍ତମାନ ଲୋକମାନେ ଏହାକୁ ନଡ଼ରିଲେ ମଧ୍ୟ ଏହା ଦେଖିବାକୁ ଅଜିବ୍‌ ଲାଗିଥାଏ। ଆପଣମାନେ ମଧ୍ୟ ଏହାକୁ ଦେଖିଲେ ବିଶ୍ୱର ଅଭୁତ ଜୀବ ବୋଲି କହିବେ।

ଏହା ହେଉଛି ଷ୍ଟାର ନୋଜ୍ଡ ମୋଲ। ଏହାର ମୁହଁ ଖୁବ୍‌ ବିଚିତ୍ର। ଏହି ଜୀବ ପ୍ରତି ସେକେଣ୍ଡରେ ୧୩ ଶିକାରୀଙ୍କୁ ଜାଣିପାରିଥାଏ। ଏତିକି କମ ସମୟ ମଧ୍ୟରେ ମଣିଷମାନେ କେବଳ ଦୁଇଟି କିମ୍ବା ତିନୋଟି ଲୋକଙ୍କୁ ଜାଣିପାରିଥାଏ।

ବତକ ଭଳି ମୁହଁ ଏବଂ ଉଦବିଲାଭ ଭଳି ପୂଛ ଦେଖାଯାଉଥିବା ଏହି ଜୀବର ନା ହେଉଛି ପ୍ଲେଟିପସ୍‌। ଏହି ଜୀବ ଅଷ୍ଟ୍ରେଲିଆରେ ଦେଖାଯାଇଥାଏ। ଏହି ଜୀବ କେବଳ ପାଣି ଭିତରେ ହିଁ ନିଶ୍ୱାସ ନେଇ ଜୀବିତ ରହିପାରେ।

ଆପଣମାନେ ରାମାୟଣରେ ନିଶ୍ଚିନ୍ତ ଜଟାୟୁ ପକ୍ଷୀ ବିଷୟରେ ଶୁଣିଥିବେ। ଏହି ପକ୍ଷୀଟି ଦେଖିବାକୁ ଠିକ୍‌ ଜଟାୟୁ ପକ୍ଷୀ ଭଳି। ସୋବିଲ ନାମକ ଏହି ପକ୍ଷୀ ମଧ୍ୟ ଆଫ୍ରିକାରେ ଦେଖାଯାଇଥାଏ।

ଏହି ପକ୍ଷୀର ନାମ ସ୍ପୁନବିଲ। ଏହି ପକ୍ଷୀର ମୁହଁ ଗୋଟିଏ ଚାମଚ ଭଳି ଦେଖାଯାଇଥାଏ। ଏହିକାରଣରୁ ଏହି ପକ୍ଷୀର ନା ଏପରି ରଖାଯାଇଛି। ଏହି ପକ୍ଷୀ ନିଜର ସିକାର କୁ ଏପରି ଧରିଥାଏ ଯେ ତା ମୁହଁରୁ ଆହାରକୁ ଛଡାଇବା ସମ୍ଭବ ହୋଇପାରିନଥାଏ।

ଏହା ହେଉଛି ହମିଂଗ ବାର୍ଡ। ଏହି ପକ୍ଷୀ ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ। ବିଶେଷ କଥା ହେଉଛି ଏହି ପକ୍ଷୀ ବିପରୀତ ଦିଗରେ ଉଡିଥାଏ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ପକ୍ଷୀର ମୁହଁ ଅସ୍ତ୍ର ଭଳି ଶରୀର ଠାରୁ ବେଶ୍‌ ଲମ୍ବା।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

10 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

29 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

37 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago