ଦୁନିଆରେ ଅଛନ୍ତି ଏପରି ଅଜବ ଜୀବ, ଯାହାକୁ ଦେଖିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ

ବିଶ୍ୱରେ ବିଭିନ୍ନ ପ୍ରକାର ଜୀବ-ଜନ୍ତୁ ଦେଖାଯାଇଥାନ୍ତି। କିଛି ଜୀବ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାନ୍ତି ଏବଂ କିଛି ଜୀବକୁ ଦେଖିବା ମାତ୍ରେ ହିଁ ଡର ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ୫ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହାର ମୁହଁ ଦେଖିବାକୁ ଅଭୁତ ଭଳି। ବର୍ତ୍ତମାନ ଲୋକମାନେ ଏହାକୁ ନଡ଼ରିଲେ ମଧ୍ୟ ଏହା ଦେଖିବାକୁ ଅଜିବ୍‌ ଲାଗିଥାଏ। ଆପଣମାନେ ମଧ୍ୟ ଏହାକୁ ଦେଖିଲେ ବିଶ୍ୱର ଅଭୁତ ଜୀବ ବୋଲି କହିବେ।

bird5ଏହା ହେଉଛି ଷ୍ଟାର ନୋଜ୍ଡ ମୋଲ। ଏହାର ମୁହଁ ଖୁବ୍‌ ବିଚିତ୍ର। ଏହି ଜୀବ ପ୍ରତି ସେକେଣ୍ଡରେ ୧୩ ଶିକାରୀଙ୍କୁ ଜାଣିପାରିଥାଏ। ଏତିକି କମ ସମୟ ମଧ୍ୟରେ ମଣିଷମାନେ କେବଳ ଦୁଇଟି କିମ୍ବା ତିନୋଟି ଲୋକଙ୍କୁ ଜାଣିପାରିଥାଏ।

bird4ବତକ ଭଳି ମୁହଁ ଏବଂ ଉଦବିଲାଭ ଭଳି ପୂଛ ଦେଖାଯାଉଥିବା ଏହି ଜୀବର ନା ହେଉଛି ପ୍ଲେଟିପସ୍‌। ଏହି ଜୀବ ଅଷ୍ଟ୍ରେଲିଆରେ ଦେଖାଯାଇଥାଏ। ଏହି ଜୀବ କେବଳ ପାଣି ଭିତରେ ହିଁ ନିଶ୍ୱାସ ନେଇ ଜୀବିତ ରହିପାରେ।

bird3ଆପଣମାନେ ରାମାୟଣରେ ନିଶ୍ଚିନ୍ତ ଜଟାୟୁ ପକ୍ଷୀ ବିଷୟରେ ଶୁଣିଥିବେ। ଏହି ପକ୍ଷୀଟି ଦେଖିବାକୁ ଠିକ୍‌ ଜଟାୟୁ ପକ୍ଷୀ ଭଳି। ସୋବିଲ ନାମକ ଏହି ପକ୍ଷୀ ମଧ୍ୟ ଆଫ୍ରିକାରେ ଦେଖାଯାଇଥାଏ।

bird2ଏହି ପକ୍ଷୀର ନାମ ସ୍ପୁନବିଲ। ଏହି ପକ୍ଷୀର ମୁହଁ ଗୋଟିଏ ଚାମଚ ଭଳି ଦେଖାଯାଇଥାଏ। ଏହିକାରଣରୁ ଏହି ପକ୍ଷୀର ନା ଏପରି ରଖାଯାଇଛି। ଏହି ପକ୍ଷୀ ନିଜର ସିକାର କୁ ଏପରି ଧରିଥାଏ ଯେ ତା ମୁହଁରୁ ଆହାରକୁ ଛଡାଇବା ସମ୍ଭବ ହୋଇପାରିନଥାଏ।

birdଏହା ହେଉଛି ହମିଂଗ ବାର୍ଡ। ଏହି ପକ୍ଷୀ ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ। ବିଶେଷ କଥା ହେଉଛି ଏହି ପକ୍ଷୀ ବିପରୀତ ଦିଗରେ ଉଡିଥାଏ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ପକ୍ଷୀର ମୁହଁ ଅସ୍ତ୍ର ଭଳି ଶରୀର ଠାରୁ ବେଶ୍‌ ଲମ୍ବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.