Categories: ସ୍ପେଶାଲ

ଏପ୍ରିଲ-ମଇରେ ବିବାହ ଅଛି ତ ନିଶ୍ଚୟ ପଢ଼ନ୍ତୁ ଏହି ଖବର, ବିନା ଅନୁମତିରେ ଏମିତି କଲେ ଦେବାକୁ ପଡିବ ବଡ ଜରିମାନା

ଲୋକସଭା ନିର୍ବାଚନ ୨୦୧୯ର ତାରିଖ ଘୋଷଣା ହେବା ପରେ ପୂରା ଦେଶରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଯାଇଛି। ଏହି ପରିସ୍ଥିତିରେ ନିର୍ବାଚନ ଆୟୋଗ କହିଲେ ଯେ ନୂଆ ନିୟମ ମଧ୍ୟ ଜାରି କରାଯାଇଛି। ବିବାହ ଋତୁ ଥିବା କାରଣରୁ ମଧ୍ୟ ଏଇଥର ଢ଼ୋଲ କିମ୍ବା କୌଣସି ପ୍ରକାର ଶବ୍ଦ କମ୍ ଶୁଣିବାକୁ ମିଳିବ।

ଆଚାର ସଂହିତା ଲାଗୁ ହେବା ପରେ ଏବେ ବ୍ୟାଣ୍ଡ-ବାଜା ପାଇଁ ଏସଡିଏମଙ୍କ ଠାରୁ ଅନୁମତି ଆଣିବାକୁ ପଡିବ। ବିନା ଅନୁମତିରେ ବ୍ୟାଣ୍ଡ-ବାଜା ବଜାଇଲେ ସେମାନଙ୍କୁ ଗିରଫ କରାଯିବ। ଡିଜେ ବଜାଇବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାର ଉଲ୍ଲଂଘନ କରୁତିବା ବ୍ୟକ୍ତିଙ୍କୁ ପ୍ରଶାସନଙ୍କ ଦ୍ବାରା କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଚାର ସଂହିତା ଲାଗୁ ହେବା ସହିତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସସପେଣ୍ଡ କରିଦିଆଯାଇଛି। ସବୁ ଅସ୍ତ୍ରଶସ୍ତ୍ରଧାରୀଙ୍କୁ ନିଜର ହତିଆର ସମ୍ବଦ୍ଧୀୟ ଥାନାରେ ଜମା କରିବା ଅନିବାର୍ଯ୍ୟ ହେବ।

ନିର୍ବାଚନ ପାଇଁ ୭୦ ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ପ୍ରାର୍ଥୀ

ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ରାଯାଇଛି, ଯାହା ୨୦୧୪ ନିର୍ବାଚନରେ ୨୮ ଲକ୍ଷ ଟଙ୍କା ଥିଲା। ଗୋଟିଏ ଦିନରେ ୧୦ ହଜାର ଟଙ୍କାରୁ ଅଧିକ କ୍ୟାସ ଜଣେ ରୁ ଅଧିକ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ। ନିର୍ବାଚନ ପାଇଁ ପ୍ରାର୍ଥୀ ନିଜ ପାଖରେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ ନାହିଁ। ପାର୍ଥୀଙ୍କୁ ନୂଆ ବ୍ୟାଙ୍କ ଖାତା ଖୋଲିବାକୁ ପଡିବ। ଏହାର ସୂଚନା ଜିଲ୍ଲା ନିର୍ବାଚନ ଅଫିସରଙ୍କୁ ଦେବାକୁ ହେବ। ଚେକ କିମ୍ବା ନୋଟ ବ୍ୟାକିଂ ଜରିଆରେ ହିଁ ସବୁ ପ୍ରାର୍ଥୀମାନେ ପେମେଣ୍ଟ କରିପାରିବେ।

Pritiparna

Recent Posts

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

1 hour ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

2 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

3 hours ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

4 hours ago

ଚଳନ୍ତା ଟ୍ରେନରୁ ଫୋନକୁ ଝାମ୍ପିନେଲା ଚୋର, ଅନାଇ ରହିଗଲେ ଯାତ୍ରୀ କିଛି କରିପାରିଲେନି

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଅନେକ ଥର ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । କେତେବେଳେ ଜିନିଷ ପତ୍ର…

4 hours ago

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା…

4 hours ago