ଲୋକମାନେ ଜନ୍ମଦିନରେ ପାର୍ଟି କରିବା ସହ ବୁଲାବୁଲି ମଧ୍ୟ କରିଥାନ୍ତି। ଜନ୍ମଦିନ ଦିନ ସମ୍ପର୍କୀୟ ଏବଂ ସାଙ୍ଗସାଥୀମାନେ ମଧ୍ୟ ବହୁତ ସାରା ଗିଫ୍ଟ ମଧ୍ୟ ଦେଇଥାନ୍ତି। ଜନ୍ମଦିନ ଗିଫ୍ଟ ଛୋଟ ହେଉ କି ବଡ ତାହା ପ୍ରତ୍ୟେକଙ୍କ ପାଇଁ ଫରକ୍ ପଡିଥାଏ। କିନ୍ତୁ କେବେ କେବେ ଛୋଟ ଗିଫ୍ଟ ମଧ୍ୟ ଆପଣଙ୍କ ଭାଗ୍ୟ ଖୋଲିଦେଇଥାଏ। ଏଭଳି ଏକ ଘଟଣା ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ େଓ୍ଵଲ୍ସର ଡୁନସାଇଡରେ ଘଟିଥିବାର ଦେଖିବାକୁ ମିଳିଛି। ସେଠାରେ ଜଣେ ଗର୍ଲଫ୍ରେଣ୍ଡ ତାଙ୍କ ବୟଫ୍ରେଣ୍ଡଙ୍କୁ ତାଙ୍କ ଜନ୍ମଦିନରେ ଏକ ଲଟେରୀ ଟିକେଟ୍ ଗିଫ୍ଟ କରିଛନ୍ତି। ଶେଷରେ ଏହି ଲଟେରୀ ଟିକେଟ୍ ତାଙ୍କ ଭାଗ୍ୟ ବଦଳାଇଦେବା ସହ କୋଟିପତି କରିପାରିଛି।
ବାସ୍ତବରେ ଯେଉଁ ନମ୍ବରର ଲଟେରୀ ଟିକେଟ୍ ବିଜୟୀ ହୋଇଥିଲା ତାହା ତାଙ୍କରି ଥିଲା। ଲଟେରୀ ଜରିଆରେ ସେ ୧.୮୩ ଲକ୍ଷ ଡଲାର ଟଙ୍କା ଜିତିଥିଲେ। ଯାହା ଭାରତୀୟ ମୁଦ୍ରାରେ ୧.୩୫ କୋଟି ଟଙ୍କା ହେବ। ଏହାପରେ ବର୍ତ୍ତମାନ ଦୁଇ ଜଣ କାର୍ ଏବଂ ଘର କିଣିବା ପାଇଁ ଯୋଜନା କରିଛନ୍ତି।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…