ଗଞ୍ଜାମ (କେନ୍ୟୁଜ୍) : ଯେତେବେଳେ ଆମ ନିକଟରେ ବିଦ୍ୟୁତ ପହଞ୍ଚି ନଥିଲା ଲୋକମାନେ କିରୋସିନିରେ ଡିବିରୀ ବତୀ ହେଉ କିମ୍ବା ଜଡ଼ାରେ ଦିହୁଡି ଲଗାଇ ଅନ୍ଧାରକୁ ଦୂରେଇ ପାରୁଥିଲେ l ଆମ ଜନ ଜୀବନ ହେଉକି ସହର, ଗ୍ରାମାଞ୍ଚଳ ଆଗରୁ ବ୍ୟବସ୍ଥା ସେତେ ଉନ୍ନତ ନଥିଲା। ସେଠାରେ ବସବାସ କରୁଥିବା ଲୋକ ବିଭିନ୍ନ ଉପାୟରେ ଅନ୍ଧାରକୁ ଦୂରେଇବା ପାଇଁ ପ୍ରୟାସ କରୁଥିଲେ। ଅପହଞ୍ଚ ଇଲାକା ତଥା ପାହାଡିଆ ଓ ଦୁର୍ଗମ ଅଞ୍ଚଳ କଥା ନ କହିଲେ ଭଲ। ସୂଯ୍ୟର୍ ଅସ୍ତ ହେବା ପରେ ରାଜୁତି କରୁଥିଲା ଅନ୍ଧାର। ସଞ୍ଜ ନଇଁଲେ ପଡି ଯାଉଥିଲା ତାଟି କବାଟ। କିଛି ଲୋକ ଡିବିରୀ ବତିରେ ପାଠ ପଡିବା ହେଉ ରୋଷେଇ କରିଆସୁଥିଲେ। ଧୂଆଁରେ ଘର ଭର୍ତ୍ତି ହୋଇଯାଉଥିଲା। ଏହା ପରେ କେହି ଜଣେ ଚିମିଲିର ବ୍ୟବସ୍ଥା ଆରମ୍ଭ କରିଥିଲେ। ସଳିତା ଦେଇ ଲଗାଯାଉଥିଲା ଚିମିଲିରେ। ଚିମିଲି ସହିତ ଲଣ୍ଠନକୁ ତିଆରି କରି ବଜାରକୁ ଛାଡିଲେ କୁଶଳୀ କାରିଗର। କୁହାଯାଏ ୧୯୨୦ ମସିହା ବେଳକୁ ଚିମିଲି ଓ ଲଣ୍ଠନ ଆମ ଜନ ଜୀବନକୁ ଚାଲି ଆସିଯାଇଥିଲା।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…