Categories: ସ୍ପେଶାଲ

ଜାଣନ୍ତୁ କଣ ରହଛି ଭଗବାନ ବିଷ୍ଣୁଙ୍କ ରାମ ଅବତାରର ରହସ୍ୟ

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅବତାର। ରାମ ଅଯୋଧ୍ୟାର ରାଜା ଥିଲେ। ରାମ ବାଲ୍ମୀକିଙ୍କ ମହାକାବ୍ୟ ରାମାୟଣର ମୁଖ୍ୟ ପାତ୍ର। ମହାକାବ୍ୟରେ ଭଗବାନ ରାମଙ୍କୁ ଆଦର୍ଶ ରାଜା ଏବଂ ଆଦର୍ଶ ବ୍ୟକ୍ତି ରୂପେ ବର୍ଣ୍ଣନା କରାଯାଇଛି। ସେ ଭାରତରେ ସବୁଠାରୁ ବ୍ୟାପକ ରୂପେ ପୂଜା ପାଉଥିବା ହିନ୍ଦୁ ଦେବତା। ଭଗବାନ ବିଷ୍ଣୁଙ୍କ ଅବତାର ସହ ଭଗବାନ ବିଷ୍ଣୁ ମଧ୍ୟ ସବୁଠାରେ ପ୍ରସିଦ୍ଧ।

ଭଗବାନ ରାମ ରାଜା ଦଶରଥ ଏବଂ ରାଣୀ କୌଶଲାଙ୍କର ବଡ ପୁତ୍ର ଥିଲେ। ସେ ରାଜା ଜନକଙ୍କ ପୁତ୍ରୀ ସୀତାଙ୍କ ବିବାହ ‘ସ୍ୱୟଂମ୍ବର’ ସମାରୋହରେ ବିଜୟ ଲାଭ କରିଥିଲେ। ସମାରୋହରେ ରାମଙ୍କୁ ଏକ ବିଶାଳ ଧନୁରେ ତାର ଖଞ୍ଜିବା ପାଇଁ ଦିଆଯାଇଥିଲା। ଏହି ସମାରୋହରେ ବିଭିନ୍ନ ରାଜ୍ୟର ରାଜକୁମାରମାନେ ସତ ଚେଷ୍ଟା କରିଥିଲେ ମଧ୍ୟ ଧନୁକୁ ଉଠାଇ ପାରିନଥିଲେ। କିନ୍ତୁ ରାମ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ସେ ଗୋଟିଏ ହସ୍ତରେ ଧନୁକୁ ଟେକି ସେଥିରେ ତାର ଖଞ୍ଜିଥିଲେ। କିନ୍ତୁ କିମ୍ବଦନ୍ତୀ ଅନୁଯାୟୀ ରାମଙ୍କ ସାବତ ମା’ କୈକେୟୀ ଚାହୁଁଥିଲେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୁଅନ୍ତୁ। ଏହିକାରଣୁ ରାଣୀ କୈକେୟୀ ମଧ୍ୟ ଭଗବାନ ରାମଙ୍କୁ ଅଯୋଧ୍ୟାରୁ ଦୂରକୁ ପଠାଇବା ପାଇଁ ଷଡଯନ୍ତ୍ର ରଚିଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ପର୍ଶୁରାମ ଅବତାରର ରହସ୍ୟ

ଥରେ ଭଗବାନ ରାମ ଏବଂ ଲକ୍ଷ୍ମଣ ସୀତାଙ୍କୁ ଏକୁଟିଆ ଛାଡି ଦେଇ ସିକାର କରିବା ପାଇଁ ଚାଲିଯାଇଥିଲେ। ଏହି ସମୟରେ ସୀତାଙ୍କୁ ରାବଣ ଅପହରଣ କରିନେଇଥିଲା। ରାବଣ ଜ୍ଞାନୀ ଥିବା ସହ ଜଣେ ଦୃଷ୍ଟ ରାଜା ଥିଲେ। ସେ ଲଙ୍କାର ଦଶ ପ୍ରମୁଖ ଶାସକ ଥିଲେ। ସେ ରାମଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସୀତାଙ୍କୁ ବନ୍ଦୀ କରିଦେଇଥିଲେ। ଏହି ସମୟରେ ସୀତାଙ୍କୁ ମୁକ୍ତ କରିବା ପାଇଁ ରାମ ଭାଇ ଲକ୍ଷ୍ମଣ ଏବଂ ହନୁମାନଙ୍କ ସାହାଯ୍ୟରେ ରାବଣ ସେନାରେ ଆକ୍ରମଣ କରିଥିଲେ। ଏହାପରେ ଭୟଙ୍କର ଯୁଦ୍ଧ ପରେ ଭଗବାନ ରାମ ଦଶ ମୁଣ୍ଡ ଥିବା ରାବଣକୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ କରିଥିଲେ। ଶେଷରେ ଭଗବାନ ରାମ ବନବାସ ପୂରଣ କରି ଭାଇ ଏବଂ ପତ୍ନୀଙ୍କ ସହ ପୂନର୍ବାର ଅଯୋଧ୍ୟା ଫେରିଥିଲେ। ଏହାପରେ ରାମଙ୍କୁ ଅଯୋଧ୍ୟାର ରାଜା ହେବାର ମୁକୁଟ ପିନ୍ଧା ଯାଇଥିଲା। ରାମଙ୍କ ଶାସନ ସମୟରେ ଅଯୋଧ୍ୟା ରାମ ରାଜ୍ୟ ରୂପେ ପରିଚିତ ଥିଲା।

KNews Bureau

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

9 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

41 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

42 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

1 hour ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago