ସ୍ପେଶାଲ

ତାର ଅଛି ମୋର ନାହିଁ, ଏ ଗପ ପଢ଼ିଲେ ସେ କଥା ଆଉ ମନରେ ଧରିବେନି

ଦୁନିଆରେ ଗୋଟିଏ ବଡ଼ ଉଦାହରଣ ଥିବା ଗପଟିଏ ଆପଣଙ୍କୁ କହୁଛୁ । ଜଣେ ପିଲା ନିଜ ବାପା ପାଖରେ ଜୋତା କିଣିବା ପାଇଁ ଜିଦ୍ କଲା । ବାପା ତାକୁ ବହୁତ ବୁଝାଇଲେ ଯେ ଏବେ ପଇସା ନାହିଁ ପରେ କିଣିବା । ହେଲେ ପିଲାଟି ବୁଝିଲା ନାହିଁ । ତେଣୁ ଟଙ୍କା ଧାର କରି ବାପା ପିଲାଟିକୁ ଜୋତା କିଣିଦେବା ପାଇଁ ବଜାରକୁ ନେଲେ । ବାଟରେ ଦେଖିଲେ ଗୋଟିଏ ଗୋଡ଼ ନଥିବା ଲୋକ ବସି ଭିକ ମାଗୁଛି । ବାପା ତାଙ୍କ ପୁଅକୁ ତା ଆଡ଼କୁ ଇସାରା କରି ଦେଖାଇଲେ । ପିଲାଟି କିଛି ବୁଝି ପାରିଲା ନାହିଁ । ବାପା କହିଲେ ତୁ ଜୋତା ପାଇଁ ସିନା ଜିଦ୍ କରୁଛୁ ହେଲେ ଦେଖ୍ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯାହାର ଗୋଡ଼ ନାହିଁ । ଏହାପରେ ପିଲାଟି ସେଇଠୁ ବାପାଙ୍କୁ କହିଥିଲା ଘରକୁ ଫେରିଯିବା ଲାଗି ।

ଏଇ ଗପଟି ଏତିକି ଶିକ୍ଷା ଦିଏ, ତୁମେ ନିଜେ ଚାହିଁଲେ ସବୁ ଜିନିଷ ତୁମ ଆବଶ୍ୟକତା ଭାବେ ଦିଶିବ । ଆଉ ଯଦି ନିଜ ସହ ବୁଝାମଣା କରିବେ ତେବେ ଅନେକ ଜିନିଷ ଆପଣଙ୍କ ପାଇଁ ଅନାବଶ୍ୟକ ହୋଇଯିବ । ତା ସହିତ ଚିନ୍ତା ଏବଂ ଅସନ୍ତୋଷ ଭାବ ମଧ୍ୟ କଟିଯିବ । ଅନ୍ୟ କାହାର କାନରେ ସୁନା ଅଛି ମୋର ନାହିଁ ବୋଲି ଭାବିବେ ତେବେ ମନକୁ କଷ୍ଟ ଆସିବା ଥୟ । ଆଉ ଯଦି ତାକୁ ସକାରାତ୍ମକ ଭାବେ ‘ତାର ଥିଲେ ମୋର କଣ ଯାଏ ଆସେ, ମୁଁ ମୋ ପାଖରେ ଥିବା ପ୍ରତିଟି ଜିନିଷ ପାଇଁ ଖୁସି’ ବୋଲି ଭାବିବେ ତେବେ ତୁମର ମନରେ ଈର୍ଷା, ଲୋଭ ଆଦି କିଛି ବି ଆସିବ ନାହିଁ ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

12 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

38 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

42 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

44 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

50 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago