ସ୍ପେଶାଲ

୩୦ ଦିନ ପର୍ଯ୍ୟନ୍ତ ଅସ୍ତ ରହିବେ ଶୁଭ ଗ୍ରହ ବୃହସ୍ପତି, ଏହି ରାଶି ବାଲାଙ୍କ ପାଇଁ ଚାକିରିରେ ଦେଖା ହେବ ଅସୁବିଧା

୧୯ ଫେବ୍ରୁଆରୀରୁ ଦେବ ଗୁରୁ ବୃହସ୍ପତି ଅସ୍ତ ହେବା ଯୋଗୁ ଏହି  ରାଶିଙ୍କ ଚାକିରି କ୍ଷେତ୍ରରେ ଆସିପାରେ ଅସୁବିଧା । ତେଣୁ ଚାକିରି ନେଇ ସତର୍କ ରହିବାକୁ ଜ୍ୟୋତିଷ ଶାସ୍ତ୍ରବିତ୍‌ କହିଛନ୍ତି । ବୈଦିକ ଜ୍ୟୋତିଷରେ ବୃହସ୍ପତିଙ୍କୁ ଶୁଭ କାର୍ଯ୍ୟର କାରକ ବୋଲି କୁହାଯାଏ । ଯଦି କୁଣ୍ଡଳୀରେ ଏହି ଗ୍ରହ ସମୃଦ୍ଧ ରହିଥାନ୍ତି ।

ତେବେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସମୃଦ୍ଧ ହୋଇଥାଏ । ଯଦି ଏହି ଗ୍ରହ ଦୁର୍ବଳ ହୋଇଥାଏ ତେବେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବୃହସ୍ପତି ଗ୍ରହ ୨୦୨୨ ମାର୍ଚ୍ଚ ୨୦ ତାରିଖରେ ପୁଣି ସାମାନ୍ୟ ସ୍ଥିତିକୁ ଫେରିବେ । ୩୦ ଦିନର ଏହି ଅବଧି ସମୟରେ ଏହି  ରାଶି ବାଲାଙ୍କ କ୍ୟାରିଅର କ୍ଷେତ୍ରରେ ବହୁ ସମସ୍ୟା ଆସିଥାଏ ।

ବୃଷ ରାଶି : ବୃହସ୍ପତିଙ୍କ ଅସ୍ତ ହେବା କାରଣରୁ ମେଷ ରାଶି ବାଲାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏଥିପାଇଁ ଆପଣଙ୍କୁ ବହୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ତେଣୁ ଏହି ସମୟ ମଧ୍ୟରେ ସତର୍କ ରହିବା ଦରକାର ।

ମିଥୁନ ରାଶି : ଖର୍ଚ୍ଚ ବଢ଼ିପାରେ, ସବୁ କାମରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବେପାର କ୍ଷେତ୍ରରେ ଠିକ ଯୋଜନା ଆପଣଙ୍କ ପାଇଁ ଲାଭକାରକ ହେବ । କିଛି କଥାକୁ ନେଇ ଜୀବନ ସାଥୀଙ୍କ ସହ ମନୋ ମାଳିନ୍ୟ ହୋଇପାରେ । ଆର୍ଥିକ ସ୍ଥିତି ବିଗିଡିପାରେ ।

କର୍କଟ ରାଶି : ପେଶା ବା ଚାକିରି କ୍ଷେତ୍ରରେ ଅସୁବିଧା ଆସିପାରେ । କୌଣସି କାମରେ ସଫଳତା ପାଇଁ କଡ଼ା ପରିଶ୍ରମ କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସିଂହ ରାଶି : କାର୍ଯ୍ୟସ୍ଥଳିରେ ସହକର୍ମୀଙ୍କ ସହ ସମ୍ପର୍କ ବିଗିଡିପାରେ । ଆପଣଙ୍କ ମନରେ ଚାକିରି ଛାଡ଼ିବା ଚିନ୍ତା ଆସିପାରେ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳି ନପାରେ । ଯେଉଁଥିପାଇଁ ବହୁତ ଚାପର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଧୈର୍ଯ୍ୟ ରଖିବା ଉଚିତ୍‌ ।

Niharanjan

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

33 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

36 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

58 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

2 hours ago