ସ୍ପେଶାଲ

ଠାକୁରଙ୍କ ପୂଜା ଫୁଲକୁ ଏମିତି ସାଇତି ରଖନ୍ତୁ, ନଚେତ୍‌ ଲାଗିପାରେ ପାପ

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଆଜି ଆମେ ଜଣାଇବୁ।

ମନ୍ଦିରରୁ ଆଣିଥିବା ଫୁଲ ଶୁଖିଯିବା ପରେ ତାକୁ ଏକ କପଡ଼ାରେ ବାନ୍ଧି ଘରର ଆଲମିରା କିମ୍ବା ଟ୍ରେଜେରିରେ ରଖି ଦେବା ଉଚିତ। ଏହାଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଘରେ ହିଁ ରହିଥାଏ।

ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି। ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା।ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago