ଟେକ୍

Xiaomi ଲଞ୍ଚ କଲା ନୂଆ ଦାଢ଼ିକଟା Trimmer, ଜାଣନ୍ତୁ କେତେ ରହିଛି ଦାମ

Xiaomi ନିକଟରେ ଭାରତରେ ଏକ ନୂଆ ଦାଢ଼ିକଟା ଟ୍ରିମର, Trimmer 2 ଲଞ୍ଚ କରିଛି | ଆସନ୍ତୁ ଏହାର ଫିଚର ଉପରେ ନଜର ପକାଇବା | Xiaomiର ନୂଆ ଟ୍ରିମର ultra-precise self-sharpening ବ୍ଲେଡ୍ ସହିତ ଆସିଥାଏ | ଏହି ବ୍ଲେଡଗୁଡିକ ଷ୍ଟେନଲେସ ଷ୍ଟିଲରେ ନିର୍ମିତ ଏବଂ ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇବ ନାହିଁ | ଏହାର ବ୍ଲେଡ୍କୁ ଏକ ମିନିଟରେ 6,000 ଥର ଘୂର୍ଣ୍ଣନ କରାଯାଇ ପାରିବ | ଏହାସହ, ଏହା IPX7 ୱାଟରପ୍ରୁଫ୍ ରେଟିଂ ସହିତ ଆସିଥାଏ, ଯାହାର ଅର୍ଥ ହେଉଛି ଆପଣ ଏହି ଟ୍ରିମରକୁ ଏକ ମିଟର ପାଣି ତଳେ 30 ମିନିଟ୍ ପାଇଁ ବ୍ୟବହାର କରିପାରିବେ | ଅର୍ଥାତ ଟ୍ରିମରକୁ ଯଦି ସାୱାରରେ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ କରିପାରିବେ |

ଏହି ଟ୍ରିମର୍ କିପରି ଦେଖାଯାଏ?

Xiaomi Beard Trimmer 2 ଏକ ଡିଜାଇନ୍ ସହିତ ଆସିଥାଏ, ଯାହାକୁ ବ୍ୟବହାର କରିବା ଅତ୍ୟନ୍ତ ଆରାମଦାୟକ | ଏହାଦ୍ୱାରା ଆରାମରେ ଦାଢ଼ି ଛେଦନ କରାଯାଇ ପାରିବ | ଏହି ମଡେଲ୍ ଏଲଇଡି ବ୍ୟାଟେରୀ ଏବଂ ଟ୍ରାଭେଲ୍ ଲକ୍ ଡିସପ୍ଲେ ସହିତ ଆସିଥାଏ |

ଟ୍ରିମରର ବ୍ୟାଟେରୀ

USB TPase-C ପୋର୍ଟରୁ ଚାର୍ଜିଂ: ଏହି ଟ୍ରିମର ଦୁଇ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ | ପୂର୍ଣ୍ଣ ଚାର୍ଜରେ, ଆପଣ Xiaomiର ଏହି ଟ୍ରିମରକୁ 90 ମିନିଟ୍ ପାଇଁ ବ୍ୟବହାର କରିପାରିବେ ଏବଂ ଏହା ପାଞ୍ଚ ମିନିଟ୍ ଚାର୍ଜିଂରେ 12 ମିନିଟ୍ ପର୍ଯ୍ୟନ୍ତ ରହିପାରେ | ଚାର୍ଜ କରିବା ସମୟରେ ଆପଣ ଏହାକୁ ମଧ୍ୟ ବ୍ୟବହାର କରିପାରିବେ |

Xiaomi Beard Trimmer 2 ମୂଲ୍ୟ ଏବଂ ଉପଲବ୍ଧତା

ଯଦିଓ Xiaomiର ଏହି ଟ୍ରିମର ମୂଲ୍ୟ 1,999 ଟଙ୍କା, କିନ୍ତୁ ଆପଣ ଏହାକୁ ରିହାତିରେ, 1,799 ଟଙ୍କା ମୂଲ୍ୟରେ କିଣି ପାରିବେ | ଅକ୍ଟୋବର 2ରୁ ଏହି ଟ୍ରିମର ଆମାଜନର ୱେବସାଇଟ୍ ଓ ଆପ୍, mi.com ଏବଂ ମି ହୋମ୍ ଷ୍ଟୋରରୁ କ୍ରୟ କରାଯାଇ ପାରିବ |

Roshni

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

3 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago