ଆନନ୍ଦପୁର(କେନ୍ୟୁଜ୍): ଫ୍ରି-ଫାୟାର ଗେମ୍ ହେଲା କାଳ । ଫ୍ରି -ଫାୟାର ଗେମ୍ ଖେଳିବା ପାଇଁ ମା ଫୋନ ନ ଦେବାରୁ ଆତ୍ମହତ୍ୟା କଲେ ୯ମ ଶ୍ରେଣୀର ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଇନ୍ଦୁପୁରା ଗ୍ରାମରେ। ଗାଁର ଚଗୁଲୁ ଜେନାଙ୍କ ପୁଅ ଫ୍ରି-ଫାୟାର ଗେମ ନଖେଳି ପାରିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଚଗୁଲୁ ଜେନାଙ୍କ ପୁଅ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳପଡାର ୯ ମ ଶ୍ରେଣୀର ଛାତ୍ର । ଆଜି ବିଦ୍ୟାଳୟରୁ ଫେରିବା ପରେ ମୋବାଇଲ ଧରି ଗେମ ଖେଳିଥିଲେ। ଆସନ୍ତା କାଲି ପରୀକ୍ଷା ଥିବାରୁ ମା ତାକୁ ବାରଣ କରିଥିଲେ। ଏହି ଘଟଣା ପରେ ଚଗୁଲୁଙ୍କ ପୁଅ ନିଜ ଘର ଛାତ ଉପରକୁ ଯାଇ ଗାମୁଛାରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା କଥା ମା କହିଛନ୍ତି ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…