ସ୍ପେଶାଲ

ସେଲଫ କ୍ଵାରେନଟାଇନରେ ଥିବା ବ୍ୟକ୍ତି ବନାଇଲେ କରୋନା ପକୋଡା, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

କରୋନା ଭାଇରସର ପ୍ରକୋପକୁ ଦେଖି ସରକାରଙ୍କ ଦ୍ୱାରା ଲକଡାଉନ ଏବଂ କର୍ଫ୍ୟୁର ଆଦେଶ ଦିଆଯାଇଛି। ଏଥିପାଇଁ ଲୋକଙ୍କୁ work from home କରିବା ପାଇଁ କୁହାଯାଇଛି। ଏମିତିରେ ଲୋକମାନେ ଘରେ ରହି କାମ କରିପାରୁଛନ୍ତି ଏବଂ ଯିବା ଆସିବାରେ ଲାଗୁଥିବା ସମୟ ମଧ୍ୟ ବଂଚି ଯାଉଛି। ଆଉ କିଛି ଲୋକ ତାଙ୍କ ଏକ୍ସଟ୍ରା ସମୟରେ ନିଜ ଇଚ୍ଛା ଅନୁଯାଇ କାମ କରୁଛନ୍ତି। ସାଧାରଣ ଲୋକ ଘରେ ରହି ବୋର ନ ହେବା ପାଇଁ ଅନେକ କିଛି ତରିକା ଆପଣାଉଛନ୍ତି। ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଘରେ ବସି ବସି କରୋନାର ପକୋଡ଼ି ତିଆରି କରିଛନ୍ତି।

କରୋନା ଭାଇରସର ପ୍ରକୋପ ଚାଲିଥିବାବେଳେ ଜଣେ ବ୍ୟକ୍ତି ଟ୍ୱିଟରରେ ‘କରୋନା ଭାଇରସ’ ଆକୃତିର ପକୋଡ଼ି ଫଟୋ ପୋଷ୍ଟ କରି ତାର ନାମ ରଖିଛନ୍ତି କରୋନା ପକୋଡା। ଏମିତି ତା ଏହାକୁ ଶୁଣିବାକୁ ବହୁତ ଅଜବ ଲାଗୁଛି କିନ୍ତୁ ଆପଣ ଦେଖିପାରିବେ ଯେ ଏହା ଦେଖିବାକୁ କେତେ ମଜାଳିଆ ଲାଗୁଛି। ଜଣେ ଟ୍ୱିଟର ୟୁଜର ଏହି ଫଟୋକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।ଲୋକମାନେ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଏ କହୁଛି ଆରେ ଭାଇ ଇଏ ତ ଦେଖିବାକୁ ଅବିକଳ କରୋନା ଭାଇରସ ଭଳି।

ଏହି ଫୋଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଲୋକେ ଏହି ଫୋଟୋକୁ ଦେଖି କରୋନା ପକୋଡ଼ି ବୋଲି କହୁଛନ୍ତି। ଏହି ଫଟୋକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଅନେକ ଲୋକ ତ ଏହି ପକୋଡ଼ି ବନାଇବାର ପ୍ରଣାଳୀ ପଚାରୁଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago