Categories: ସ୍ପେଶାଲ

କଳିଯୁଗର ଶ୍ରବଣ କୁମାର, ୭୦ ବର୍ଷର ମା’କୁ ବିଭିନ୍ନ ପବିତ୍ର ସ୍ଥାନ ବୁଲାଉଛନ୍ତି ଏହି ସୁଯୋଗ୍ୟ ପୁଅ

ଆସାମ : ନିଜ ମାତା-ପିତାଙ୍କୁ କାନ୍ଧରେ ବୁହାଇ ନେଇଥିବା ଶ୍ରବଣ କୁମାର ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି। ଶ୍ରବଣ କୁମାର ଭାରତୀୟ ସଂସ୍କୃତିର ଉଦାହରଣ ପାଲଟି ଯାଇଛନ୍ତି। ଶ୍ରବଣ କୁମାରଙ୍କ ଭଳି ସନ୍ତାନ ଆଜିର ଦୁନିଆରେ ପ୍ରୁଥିବୀରେ ବହୁତ କମ୍ ଅଛନ୍ତି। କାରଣ ଆଜିର ସନ୍ତାନ ମାନେ ବଡ ହେବା ପରେ ନିଜ ବାପା ମା’ଙ୍କୁ ଭୁଲିଯାଉଛନ୍ତି। ଯଦିଓ ଆଜିର ସନ୍ତାନ ଅତୀତର ସେହି ଶ୍ରବଣ କୁମାରଙ୍କ ସହିତ ତୁଳନୀୟ ନୁହେଁ, ତଥାପି ଶ୍ରବଣ କୁମାର ମାନସିକତାର କିଛି ଲୋକ ଏହି ପବିତ୍ର ମାଟିରେ ଅଛନ୍ତି । କର୍ଣ୍ଣାଟକର ମହୀଶୂର ନିବାସୀ ଡି କ୍ରିଷ୍ଣା କୁମାର । ସେ ୭୦ ବର୍ଷ ବୟସରେ ନିଜ ମା’ଙ୍କୁ ସ୍କୁଟରରେ ବସାଇ ଦେଶର ବିଭିନ୍ନ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ବୁଲାଉଛନ୍ତି ।

ସେ କୁହନ୍ତି ‘ମୁଁ ମାତୃ ସେବା ସଂକଳ୍ପ’ ଯାତ୍ରାରେ ବାହାରିଛି । ମୁଁ ମା’ଙ୍କୁ ସାଥୀରେ ନେଇ ୨୦୧୮ ଜାନୁୟାରୀ ୧୬ରେ ବାହାରିଥିଲି ।କ୍ରିଷ୍ଣା ମିଡିଆକୁ ଜଣାଇଛନ୍ତି ଯେ, ତାଙ୍କର ଭ୍ରମଣ କାଳରେ ସେ ପ୍ରଥମେ କେରଳ ପହଂଚିଥିଲେ । ସେଠାରୁ ସେ ତାମିଲନାଡୁ, ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ ଓ ବିହାର ବୁଲିସାରିଛନ୍ତି। ଏହାପରେ ନେପାଳ ଓ ଭୂଟାନ ଯିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଦର୍ଶନ କରିଛନ୍ତି ବୋଲି ଆସାମର ତିନିସୁକିଆରେ କ୍ରିଷ୍ଣା କହିଛନ୍ତି ।

video courtesy : ani news

Pritiparna

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

2 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

5 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

17 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

35 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

39 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

46 mins ago