Categories: ସ୍ପେଶାଲ

ଏହି ଖାଦାନରୁ ହୀରା ପାଇ ବହୁତ ଲୋକ ହୋଇସାରିଲେଣି କୋଟିପତି, ସରକାର ମଧ୍ୟ କରୁନାହାନ୍ତି ଏଥିରେ ହସ୍ତକ୍ଷେପ

ଭାବନ୍ତୁ ଯଦି ଆପଣଙ୍କୁ ଏକ ହୀରା ଖାଦାନରେ ଛାଡି ଦିଆଯାଇଛି ଏବଂ ଆପଣଙ୍କୁ ସେହି ସମୟରେ ଗୋଟେ ମିଳିଯାଇଛି ତେବେ ଆପଣ କଣ କରିବେ? ନିହାତି ଆପଣ ସେହି ପାଇଥିବା ହୀରାଟିକୁ ସରକାର କିମ୍ବା ଉକ୍ତ ହୀରାର ମାଲିକକୁ ଦେଇଦେବେ। କିନ୍ତୁ ଦୁନିଆରେ ଏମିତି ଏକ ହୀର ଖାଦାନ ରହିଛି ଯେଉଁଠାରେ ଯଦି ଆପଣଙ୍କୁ କୌଣସି ମୂଲ୍ୟବାନ ହୀରା ମିଳିଯାଏ ତେବେ ତାହା ଆପଣଙ୍କ ହିଁ ହୋଇଯିବ । ଏହି ହୀରା ଖାଦାନଟି କ୍ରେକର ଅଫ୍ ଢାଏମଣ୍ଡ ନାମରେ ପରିଚିତ ।

ତେବେ ଏହି ହୀରା ଖାଦାନାକୁ ଯିବାକୁ ହେଲେ ଏକ ଛୋଟ ଫିସ୍ ଦେବାକୁ ପଡିଥାଏ । ଏହି ଖାଦାନଟି ଆମେରିକର ଅରଙ୍କାସାସ୍ ଷ୍ଟେଟ୍ ପାଇକ୍ କାଉଣ୍ଟିର ମରଫ୍ରେସବୋରୋ ରେ ଅବସ୍ଥିତ । ଏହି ନ୍ୟାସନାଲ୍ ପାର୍କର ୩୭.୫ଏକର ଜମି ଉପରେ ଆପଣଙ୍କୁ ହୀରା ମିଳିଯିବ । ଏଠାରେ ୧୯୦୬ରୁ ହୀରା ମିଳିବା ଆରମ୍ଭ ହୋଇଥିଲା ।

ତେବେ ୧୯୦୬ ମସିହାରୁ ଉକ୍ତ ସ୍ଥାନଟିକୁ ବ୍ୟବସାୟିକ ରୂପରେ ହୀରା ଉତ୍ପାଦନ କ୍ଷେତ୍ର ଭାବେ ବିବେଚିତ କରିବା ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା । ଯାହାଫଳରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା । ଏହି ସ୍ଥାନରେ ଲୋକଙ୍କୁ ହଜାର ହଜାର ହୀରା ମିଳିସାରିଲାଣି ।

ଅଧିକାରୀଙ୍କ ମୁତାବକ ୧୯୭୨ରୁ ଏବେ ଯାଏ ୩୧,୦୦୦ ହୀରା ମିଳିସାରିଛି । ଏଠାରୁ ୨୪କ୍ୟାରେଟର ଏକ ଅଙ୍କଲ ସେମ୍ ମଧ୍ୟ ମିଳିସାରିଛି । ଏହା ଆମେରିକାରେ ମିଳିଥିବା ସବୁଠାରୁ ବଡ ହୀରା । ଅଧିକାଂଶ ବହୁତ ଛୋଟ ଆକାରର ହୀରା ମିଳିଥାଏ । ଚାରି ରୁ ପାଞ୍ଚ କ୍ୟାରେଟର ହୀରା ହଜାର ଡଲାରରେ ବିକ୍ରି ହୋଇଥାଏ । ଏଠାରେ ହୀରା ପାଇଁ ବହୁ ଲୋକଙ୍କ ଭିଡ ଜମିଥାଏ ।

Sonalisa

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

7 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

10 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

45 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago