Categories: ସ୍ପେଶାଲ

ଡ୍ରାଇଭରର କାରନାମା, ମାଙ୍କଡ଼କୁ ଧରାଇଦେଲା ଗାଡ଼ି ଷ୍ଟିୟରିଂ

ବସ୍ ଡ୍ରାଇଭରଙ୍କ ଖାମଖିଆଲ୍ ମନୋଭାବ ଅନେକ ସମୟରେ ଦେଖିଥିବେ ଆପଣ । ଡ୍ରାଇଭରଙ୍କ ଟିକେ ଅସାବଧାନତା ଏବଂ ଖାମଖିଆଲ୍ ଯୋଗୁଁ ଲିଭିଯାଏ ଅନେକ ଜୀବନ ଦୀପ । ଯେମିତି ଯାତ୍ରୀମାନଙ୍କ ଜୀବନର କୌଣସି ମୂଲ୍ୟ ନାହିଁ ତାଙ୍କ ପାଖରେ । ଏବେ ସେମିତି ଏକ ଘଟଣା ଆସିଛି ସାମ୍ନାକୁ । ଯାହା ପାର କରିଯାଇଛି ସମସ୍ତ ସୀମା ।

ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ କର୍ଣ୍ଣାଟକ ଷ୍ଟେଟ୍ ଟ୍ରାନ୍ସପୋର୍ଟ କପୋରସନର ଜଣେ ଡ୍ରାଇଭର୍ ବସ୍ ର ଷ୍ଟିୟରିଂ ଧରାଇ ଦେଲା ଗୋଟିଏ ମାଙ୍କଡକୁ । ଆଉ ଅନେକ ସମୟ ପର୍ଯ୍ଯନ୍ତ ଉକ୍ତ ମାଙ୍କଡଟି ବସ୍ ଚଲାଇଥିଲା । ଯାହା ଫଳରେ ଡରିଯାଇଥିଲେ ବସ୍ ରେ ଥିବା ସମସ୍ତ ଯାତ୍ରୀ ।  ୧.୧୩ ମିନିଟର ଏହି ଭିଡିଓ ଦେଖିବା ସମୟରେ ଲାଗୁଛି ଯେ ଗାଡି ଟି ଡ୍ରାଇଭର୍ ନୁହେଁ ମାଙ୍କଡ ଚଲାଉଛି । ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଡ୍ରାଇଭରକୁ ନିଲମ୍ବିତ କରାଯାଇଛି ।

ଦେଖନ୍ତୁ ଭିଡିଓ :

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago