ସ୍ପେଶାଲ

ସକାଳୁ ଉଠିବା ପରେ ମହିଳା ଜରୁର କରିବା କଥା ଏହି କାମ, ମା’ ଲକ୍ଷ୍ମୀଙ୍କ ମିଳିଥାଏ ବିଶେଷ କୃପା

ସ୍ତ୍ରୀମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ତେଣୁ ସକାଳେ ସ୍ତ୍ରୀ ଲୋକଙ୍କୁ କିଛି ବିଶେଷ କାର୍ଯ୍ୟ କରିବାକୁ କୁହାଯାଇଛି । ଯାହା ମହିଳାଙ୍କୁ ଜରୁର କରିବାକୁ କୁହାଯାଇଛି । କୁହାଯାଏ ଏହାଦ୍ୱାରା ମା’ ଲକ୍ଷ୍ମୀ ସର୍ବଦା ଘର ପରିବାର ଉପରେ କୃପା ବର୍ଷା କରିଥାନ୍ତି ।

ଶାସ୍ତ୍ର ଅନୁଯାୟୀ, ଏମିତିରେ ସମସ୍ତଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଫଳଦାୟୀ ହୋଇଥାଏ । ହେଲେ ଘରର ମହିଳାମାନେ ଏମିତି କରିବା ଶୁଭ ଫଳ ପ୍ରଦାନ କରିଥାଏ । ବ୍ରାହ୍ମ ମୂହୁର୍ତ୍ତରୁ ଉଠିବା ଦ୍ୱାରା ବ୍ୟକ୍ତିକ ସୁନ୍ଦରତା, ଲକ୍ଷ୍ମୀ, ପ୍ରଖର ବୁଦ୍ଧି ଓ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ।

ପରିବାର କଲ୍ୟାଣ ଓ ସମାଜ ବିକାଶ ପାଇଁ ଜଣେ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଭଲ ରହିବା ଜରୁରୀ । ଏହା ସମ୍ଭବ ହୋଇଥାଏ ପ୍ରାଣାୟାମ ଯୋଗୁ । ତେଣୁ ସକାଳୁ ଉଠି କିଛି ସମୟ ବ୍ୟାୟାମ ଓ ପ୍ରାଣାୟମ ଜରୁର କରନ୍ତୁ । ଏହାଦ୍ୱାରା ମାନସିକ ଓ ଶାରିରୀକ ସ୍ଥିତି ମଜବୁତ ହୋଇଥାଏ ।

ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସକାଳ ସମୟରେ ମସ୍ତିସ୍କ ଅଧିକ କ୍ଷମତାର ସହ ସକରାତ୍ମକ ବିଚାର ଗ୍ରହଣ କରିଥାଏ । ସ୍ନାନ କରିବା ପରେ ଶରୀର ସହ ମନ ମଧ୍ୟ ଶୁଦ୍ଧି ହୋଇଥାଏ ।

ଯେଉଁଠାରେ ପ୍ରତିଦିନ ତୁଳସୀଙ୍କ ପୂଜା ହୁଏ, ସେଠାରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ଲାଗି ରହିଥାଏ । ବିଶେଷକରି ମହିଳାମାନେ ସବୁଦିନ ତୁଳସୀଙ୍କୁ ପୂଜା କରିବା ସହ ଜଳ ଅର୍ପଣ କରନ୍ତୁ । ଏହାଦ୍ୱାରା ଧନର ଅଭାବ କେବେ ହେବ ନାହିଁ ।

ପୁରାଣ ଅନୁସାରେ ଗାଇଙ୍କ ସେବା କରିବା ଦ୍ୱାରା କୁଣ୍ଡଳୀର କୌଣସି ବି ଦୋଷ ଦୂର ହୋଇପାରେ । ମହିଳାମାନେ ପ୍ରତିଦିନ ପ୍ରଥମ ରୁଟି ଗାଇଙ୍କ ପାଇଁ ବାହାର କରନ୍ତୁ । ଗୋ ସେବା ଦ୍ୱାରା ୩୩ କୋଟି ଦେବାଦେବୀଙ୍କ ଆଶିର୍ବାଦ ମିଳିଥାଏ ।

ଶାସ୍ତ୍ର ଅନୁସାରେ ସ୍ନାନ ପରେ ହିଁ ମହିଳାଙ୍କୁ ରୋଷେଇ ଘରେ ପ୍ରବେଶ କରିବା ଉଚିତ୍‌ । ଏହାଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା ଓ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

6 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

40 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago