ସ୍ପେଶାଲ

ପୃଥିବୀ ପୃଷ୍ଠର ୧୫ ଲକ୍ଷ କିଲୋମିଟର ଉଚ୍ଚରେ ରହିଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ , ଉତ୍ତୋଳନ କରିବ ମହାଜାଗତିକ ଦୃଶ୍ୟ

ଦୁନିଆର ସବୁଠାରୁ ବଡ ଓ ଶକ୍ତିଶାଳୀ ଟେଲିସ୍କୋପ ର ନିର୍ମାଣ ସରିଛି । ଯାହାର ନାମ ହେଉଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ହିଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ଏହି ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ୍ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କପ ପୃଥିବୀଠାରୁ ପ୍ରାୟ ମିଲିୟନ୍ ମାଇଲ ଦୂରରେ ପହଞ୍ଚି ସାରିଛି । ନାସା ଗତ ସୋମବାର କହିଛନ୍ତି ଯେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଏହାର ୟୁନିଭର୍ସ ପାର୍କିଂ ସ୍ଥାନରେ ଏକ ମିଲିୟନ୍ ମାଇଲ୍ ଦୂରରେ ପହଞ୍ଚିଛି। ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହା ବର୍ତ୍ତମାନ ସ୍ପେସର ସବୁ ମହାଜାଗତିକ ଦୃଶ୍ୟକୁ କ୍ୟାପଚର କରିବ ।

Picture Credit – Tech.juncky

ଏମିତିକି ମହାକାଶରେ ଘଟୁଥିବା ସବୁ ଘଟଣାର ଫଟୋ ଉତ୍ତୋଳନ କରିବା ସହିତ ଟିକିନିଖି ସୂଚନା ଦେବ ଏହି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ପ୍ରାୟ ସୌରମଣ୍ଡଳର ପୃଥିବୀ ଓ ଚନ୍ଦ୍ର ମଝିରେ ହିଁ ରହିଛି । ଯାହା ସୂର୍ଯ୍ୟ ଚାରି ପାଖରେ ବୁଲିବ । ଯଦି ପୃଥିବୀ ପ୍ରତି କିଛି ଅସୁବିଧା ଥିବ ତେବେ ଏହା ସୂଚନା ଦେବ । ଏହାକୁ ତିଆରି କରିବାରେ ଅଧ୍କ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଅଧିକ ସମୟ ମଧ୍ୟ ଲାଗିଥିଲା । ଡ୍ସେମ୍ବର ୨୫ ତାରିଖରେ ହିଁ ଏହାକୁ ମହାକାଶକୁ ଛଡା ଯାଇଥିଲା ।

ତେବେ ଏହାକୁ ଏମିତି ତିଆରି କରାଯାଇଥିଲା ଯେ ଏହା ଯେମିତି ପୃଥିବୀ ପୃଥିବୀକୁ ନ ଫେରି ଧ୍ୱସଂ ନହେଉ । କାରଣ ମହାକାଶକୁ ପଠାଯାଉଥିବା ବିଭିନ୍ନ ସ୍ପେସ ଇନ୍ଷ୍ଟ୍ରୁମେଣ୍ଟ ମହାକାଶରେ ପହଞ୍ଚିବା ପୂର୍ବରୁ ହିଁ କ୍ରାସ ହୋଇଯାଏ । ଓ ଏହା ପୃଥିବୀ ପୃଷ୍ଠର କୌଣସି ଏକ ସ୍ଥାନରେ ପଡି ସେହି ସ୍ଥାନକୁ ଧ୍ୱସଂ କରିଦିଏ । ତେଣୁ ଏହାକୁ ମହାକାଶକୁ ପଠାଯିବା ବେଳେ ମଧ୍ୟ ରକେଟରେ ଅଧିକ ନିଆଁ ଲାଗିନଥିଲା । ଏହା ମହାକାଶରେ ଘଟୁଥିବା ସବୁ ଘଟଣାର ସୂଚନା ଦେବ । ତେବେ ଏହି ଟେଲିସ୍କୋପ ଆସନ୍ତା ଜୁନ କିମ୍ବା ଜୁଲାଇ ସୁଦ୍ଧା ହିଁ ଏହାର ପ୍ରଥମ ଫଟୋ ପୃଥିବୀକୁ ପଠାଇବ ବୋଲି ଆଶା କରାଯାଉଛି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

23 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

38 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

53 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago