ଛଠ୍ ପୂଜା ସହିତ ଫେଷ୍ଟିଭାଲ ସିଜନ ମଧ୍ୟ ଶେଷ ହୋଇଛି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଲୋକେ ଦୀପାବଳି ସେଲିବ୍ରେସନକୁ ନିଶ୍ଚୟ ମିସ୍ କରୁଛନ୍ତି। ନ୍ୟୁଜିଲାଣ୍ଡର ଏକ ଦୃଶ୍ୟ ଏବେ ପୂରା ସୋସିଆଲ ମିଡିଆରେ ଛାଇହୋଇ ରହିଛି। ଯାହାକୁ ଦେଖିବା ପରେ ଆପଣ ବି ତାଙ୍କର ଫ୍ୟାନ୍ ହୋଇଯିବେ।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପୋଲିସ ଅଫିସର୍ସ ପୋଷାକରେ ଥାଇ ବଲିଉଡ୍ ସଂଗୀତ‘କାଲା ଚଷମା’ ଏବଂ ‘କର ଗେଇ ଚୁଲ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି। ତେବେ ଏମାନଙ୍କର ଏତେ ସୁନ୍ଦର ଡ୍ୟାନ୍ସ ଦେଖି ଭାରତୀୟ ସେମାନଙ୍କର ଏକଦମ୍ ଦିଓ୍ଵାନା ହୋଇଯାଇଛନ୍ତି।
ଏହି ଭିଡିଓକୁ ଫେସବୁକରେ ସେୟାର କରାଯାଇଛି। ଆଉ ଭିଡିଓ ପୋଷ୍ଟ କରାଯାଇ କ୍ୟାପସନରେ ଲେଖା ହୋଇଛି, ‘ନ୍ୟୁଜିଲାଣ୍ଡ ପୋଲିସ କଲେଜରେ ଦୀପାବଳି ସେଲିବ୍ରେସନ। ଆପଣଙ୍କୁ ସ୍ୱାଗତ କରୁଛୁ, ଧନ୍ୟବାଦ।’
ତେବେ ଏହି ଜବରଦସ୍ତ ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ଭିତରେ ଭାଇରାଲ୍ ହୋଇଯାଇଛି । ଏହାକୁ ବହୁତ ଲୋକ ସେୟାର କରିବା ସହିତ ବହୁତ ମାତ୍ରାରେ ଲାଇକ୍ ବି କରୁଛନ୍ତି। ସେହିପରି ଶହଶହ ଲୋକ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆଉ କିଛି ଲୋକ ତ ଭିଡିଓକୁ ବାରମ୍ବାର ଦେଖୁଛନ୍ତି।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…