ସ୍ପେଶାଲ

ବୃଦ୍ଧଦମ୍ପତି ବନାଇଲେ ରେକର୍ଡ, ପାଳନ କଲେ ୮୦ ତମ ବିବାହ ବାର୍ଷିକୀ

ଦୁନିଆରେ ସବୁବେଳେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ। ଏମିତି କିଛି ଘଟଣା ମନୁଷ୍ୟ ଜୀବନରେ ମଧ୍ୟ ଘଟିଥାଏ, ଯାହା ଜୀବନର ମୋଡ ବଦଳାଇଦିଏ। ଏମିତି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସୋସିଆଲ ମିଡିଆରେ ଅତ୍ୟଧିକ ସକ୍ରିୟ ରହିବା ଯୋଗୁଁ ଅନେକ ଭାଇରଲ ଜିନିଷ ଦେଖିବାକୁ ମିଳୁଛି। ଏମିତି ଏକ ସ୍ୱତନ୍ତ୍ର କେସ୍‌ ବିଷୟରେ ଜଣାଇବୁ, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେରିକାର ଟେକ୍ସାସର ଲୋଙ୍ଗହୋନ ଗାଁରେ ବୃଦ୍ଧ ଦମ୍ପତି ନିଜର ୮୦ ତମ ବିବାହ ବାର୍ଷିକ ମନାଇଥିଲେ। ଏମାନେ ଦୁନିଆର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଦମ୍ପତି। ଜନହେଡର୍ସନ ନାମକ ଏହି ବୃଦ୍ଧଙ୍କ ବୟସ ୧୦୬ ବର୍ଷ ହୋଇଥିବା ବେଳେ ପତ୍ନୀ ସେଲର୍ଟଙ୍କ ବୟସ ୧୦୫ ବର୍ଷ। ଆପଣମାନେ ଦେଖିଥିବେ ଅଧିକାଂଶ ଦମ୍ପତି ନିଜ ବିବାହର ୨୫ ତମ ବର୍ଷ, ୫୦ ତମ ବର୍ଷ, ୭୫ ତମ ବର୍ଷ ପାଳନ କରୁଥିବେ। କିନ୍ତୁ ୮୦ ତମ ବିବାହ ବାର୍ଷିକ କେହି ବି ପାଳନ କରିନାହାନ୍ତି।

ଏମାନେ ନିଜ ୮୦ ତମ ବିବାହ ବାର୍ଷିକୀ ନିଜ ପରିଜନ ଏବଂ ସାଙ୍ଗ, ବନ୍ଧୁଙ୍କ ସହିତ ସେଲିବ୍ରେଟ କରିଥିଲେ। ଏହି ଅବସରେ ସେମାନେ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ। ସେମାନେ ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିବା ସହିତ ସ୍ୱାଦିଷ୍ଟ ଭୋଜନର ମଧ୍ୟ ଆନନ୍ଦ ନେଇଥିଲେ। ଏମାନଙ୍କ ସାକ୍ଷାତ ୧୯୩୪ ମସିହା ଟେକ୍ସସାସ୍‌ର ୟୁନିର୍ଭରସିଟିର କ୍ଲାସରୁମରେ ହୋଇଥିଲା। ସେମାନେ ୫ ବର୍ଷରେ ବାହା ହୋଇଯାଇଥିଲେ। ସେତେବେଳେ ଫୁଟବଲ ଖେଳୁଥିଲେ ହେଡସର୍ନ। ସେବେଠାରୁ ଏମାନେ ହସଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି।

Swagatika

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

30 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

37 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago