Categories: ସ୍ପେଶାଲ

ଲାଠିକୁ ବଇଁଶୀରେ ବଦଳାଇଦେଲେ ଏହି ପୋଲିସବାଲା, ଦେଖନ୍ତୁ ଭିଡିଓ

ଅପରାଧିଙ୍କ ଉପରେ ଯେତେବେଳେ ପୋଲିସର ଲାଠି ପଡିଥାଏ ସେତେବେଳେ ସେମାନଙ୍କ ସହିତ ତାଙ୍କୁ ଅଜାକୁ ମଧ୍ୟ ମନେ ପକାଇଦିଅନ୍ତି। ପୋଲିସର ଏହି ଲାଠି ଯେଉଁଠି ପଡିଥାଏ ସେ ହିଁ ଜାଣିଥାଏ ଏହା ଯାହା ଉପରେ ପଡିଥାଏ ସେ ହିଁ ଜାଣିଥାଏ ଏହାର ଅନୁଭବ।

ଅପରାଧିଙ୍କ ମୁହଁରୁ ସତ ବାହାରୁ କରୁଥିବା ଏହି ଲାଠି ଆଜି କାଲି ନିଜର ଅନ୍ଯ କାରଣ ପାଇଁ ଚର୍ଚ୍ଚାରେ ରହିଛି। କର୍ଣ୍ଣାଟକର ହୁବଲି ରୁରାଲ ଥାନାର ଜଣେ ପୋଲିସକର୍ମୀ ଏହି ଲାଠିକୁ ବଇଁଶୀ ବନାଇଦେଇଛନ୍ତି। ଅପରାଧୀଙ୍କ ସ୍ବର ବଦଳାଉଥିବା ଏହି ଲାଠି ନିଜେ ମିଠା ସ୍ବରରେ ବାଜୁଛି।

ଏହି ଲାଠିରେ ଏମିତି ସ୍ବର ବାହାରୁଛି ଯେ ଟ୍ବିଟରରେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏହାର ଏକ ଭିଡିଓ ଆଇପିଏସ ଭାଷ୍କର ରାଓ ନିଜ ଟ୍ବିଟର ହ୍ଯାଣ୍ଡେଲରେ ସେୟାର କରିଛନ୍ତି। ଯାହା ଏବେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଷ୍କର ରାଓ ନିଜର କ୍ଯାପସନରେ ଲେଖିଛନ୍ତି ଯେ ବ୍ଯକ୍ତି ଜଣଙ୍କ ହୁବଲି ରୁରାଲ ଥାନା ହେଡ୍ କନଷ୍ଟେବଲ ଅଟନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ଫାଇବରର ଏହି ଲାଠିରେ ବଇଁଶୀ ବନାଇଦେଇଛନ୍ତି। ଟିମଙ୍କୁ ତାଙ୍କ ଉପରେ ଗର୍ବ କରୁଛି ବୋଲି ଲେଖିଛନ୍ତି।

ସୋସିଆଲ ମିଡିଆରେ ଲୋକମାନେ ଏହି ପୋଲିସକର୍ମୀଙ୍କ କଳାକୁ ସଲାମ କରିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ବ୍ଯକ୍ତିଙ୍କର ଏହି କଳା ପାଇଁ ରିୱାର୍ଡ ମଧ୍ୟ ମିଳିବା ଉଚିତ। ଏହି ପୋଲିସକର୍ମୀଙ୍କ କଳା ଦେଖି ସମସ୍ତେ କହୁଛନ୍ତି ଯେ କଳା ସମସ୍ତଙ୍କ ପାଖରେ ରହିଥାଏ। କେବଳ ଅସଲି କଳାକାର ହେବା ଆବଶ୍ଯକ। ଯାହା ତାଙ୍କୁ ପରିଚୟ ଦେବାରେ ସାହାଯ୍ଯ କରିଥାଏ।

Pritiparna

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

18 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

22 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

25 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

31 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

43 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

49 mins ago