ସ୍ପେଶାଲ

ଆଉ ବୁଢ଼ା ହେବ ନାହିଁ ମଣିଷ, ବୈଜ୍ଞାନିକ ବାହାର କଲେ ଟେକନିକ୍‌

ମଣିଷ କେବେ ବୁଢ଼ା ହେବାକୁ ଚାହେଁ ନାହିଁ । ନିଜକୁ ଯୁବକ ଅବସ୍ଥାରେ ରଖିବାକୁ ଇଚ୍ଛା କରେ । ହେଲେ ବିଧିର ବିଧାନ ଆଗରେ କିଏ ବା କଣ କରିପାରିବ । ତେଣୁ ମଣିଷ ବୁଢ଼ା ହୁଏ ଏବଂ ବୟସାଧିକ୍ୟ ଯୋଗୁଁ ଦୁର୍ବଳ ହେବା ସହ ଅନ୍ୟର ଆଶ୍ରାରେ ରହେ । ତେବେ ଆଉ ବୟସ ଡରାଇ ପାରିବନି ମଣିଷକୁ । ବୁଢ଼ା ହେବେ ନାହିଁ କେହି । ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ ଏହାର ରାସ୍ତା ବାହାର କରିଛନ୍ତି । ମଣିଷର କୋଷିକାରେ ପରିବର୍ତ୍ତନ ଆଣି ଏଭଳି କରାଯାଇ ପାରିବ ।

ଏକ ଫଙ୍ଗସ ଉପରେ ଗବେଷଣା କରି ବୈଜ୍ଞାନିକମାନେ ମଣିଷ ଯେପରି ବୁଢ଼ା ନହେବ ତାର ବାଟ ଖୋଜିଛନ୍ତି । ତେବେ ଏହି ପରୀକ୍ଷଣ ଏବେ କେବଳ ଫଙ୍ଗସ ଉପରେ ହୋଇଛି । ପରବର୍ତ୍ତୀ ସମୟରେ ମଣିଷକୁ ନେଇ ପରୀକ୍ଷା ନିରୀକ୍ଷା କରାଯିବ ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

32 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago