ସ୍ପେଶାଲ

ଗୋଟେ ମାଈ ସାପ ସହିତ ସହବାସ କରନ୍ତି ହଜାର ହଜାର ଅଣ୍ଡିରା ସାପ, ଆଉ ବହୁତ ଶୀଘ୍ର ଚାଲିଯାଏ ଜୀବନ

ସେକ୍ସ(ସହବାସ) ମଣିଷ ପାଇଁ ଅତ୍ଯନ୍ତ ଆବଶ୍ଯକ । କାହା ପାଇଁ ଏହା ଭଲପାଇବାର ମାଧ୍ୟମ ତ ଆଉ କାହା ପାଇଁ କେବଳ ଏନଜଏମେଣ୍ଟ ବା ଆତ୍ମତୃପ୍ତି। ସେକ୍ସ କରିବା ଦ୍ୱାରା ସମସ୍ତ ଚିନ୍ତା, ଅବସାଦ ଦୂର ହୁଏ ବୋଲି ଡାକ୍ତର ମତ ଦିଅନ୍ତି। କୁହାଯାଏ ଯାହାର ସେକ୍ସ ଲାଇଫ ଯେତେ ଭଲ ତା ଦୈନନ୍ଦିନ ଜୀବନ ମଧ୍ୟ ସେତେ ଉନ୍ନତ। ତେବେ କେବଳ ମଣିଷ ନୁହେ ଜୀବଜନ୍ତୁ ମାନେ ମଧ୍ୟ ସହବାସ କରନ୍ତି। ଏହା ମଣିଷ ପାଇଁ ଜରୁରୀ ଶାରୀରିକ କ୍ରିୟା ହୋଇପାରେ, କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ସହବାସ କ୍ରିୟା ଯୋଗୁଁ କେତେକ ପ୍ରାଣୀଙ୍କ ଜୀବନ ମଧ୍ୟ ଚାଲିଯାଇପାରେ।

କାନାଡର ମେନିଟୋବାରେ ଏକ ସାପର ପ୍ରଜାତି ଦେଖିବାକୁ ମିଳିଥାଏ, ଯାହାର ନାମ ଗାର୍ଟର ସ୍ନେକ୍ସ। ଏହି ସାପ ଶରୀରରେ ହଳଦୀଆ ଏବଂ ହଲକା ନାଲ ରଙ୍ଗର ଚିହ୍ନ ରହିଥାଏ। ପୁରୁଷ ସାପ ଶରୀରରେ ଏପରି ଚିହ୍ନ ଥିବା ବେଳେ ମାଈ ସାପ ଶରୀରରେ କଳା ଏବଂ ହଳଦିଆ ରଙ୍ଗର ଚିହ୍ନ ରହିଥାଏ। ରିପୋର୍ଟ ମୁତାବକ, ଏହି ନର ସାପ ଜୀବନର ଅବଧି ସ୍ତ୍ରୀ ସାପ ତୁଳନାରେ କମ୍ ରହିଥାଏ।

ଅଧିକ ସହବାସ କରିବା ଏହାର କାରଣ। ଏହି ସାପ ବହୁତ ବଡ ସଂଖ୍ଯାରେ ଗୋଟେ ମାଈ ସାପ ସହିତ ସହବାସ କରନ୍ତି। ଅତିସକ୍ରିୟ ହୋଇ ପେନ୍ଥା ହୋଇ ମାଈ ସାପ ସହିତ ସହବାସ କ୍ରିୟା କରନ୍ତି। ଗୋଟେ ମାଈ ସାପ ଉପରେ ଅଧିକ ସମୟ ପର୍ଯ୍ଯନ୍ତ ଏମାନେ ରୁହନ୍ତି।
ଅଣ୍ଡିରା ସାପ ତୁଳନାରେ ମାଈ ସାପ ଜଲଦି ପରପ୍ବକ ହୋଇଯାଆନ୍ତି। ସେ ୮ ମାସ ବିଲରେ ରୁହନ୍ତି। ବିନା କିଛି ନ ଖାଇ ୮ ମାସ ଏପରି ରୁହନ୍ତି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଯେତେବେଳେ ବସନ୍ତ ଋତୁ ଆସେ, ସେତେବେଳେ ସେମାନେ ବାହାରକୁ ବାହାରି ସହବାସରେ ଲାଗିପଡନ୍ତି।

ଗୋଟେ ମାଈ ସାପ ସହିତ ହଜାର ହଜାର ଅଣ୍ଡିରା ସାପ ସହବାସ କରନ୍ତି। ସିଡନୀ ୟୁନିଭରସିଟିର କ୍ରିଷ୍ଟୋଫର ଫ୍ରିଜେନ ଏହା ବିଷୟରେ କହିଛନ୍ତି, ମାଈ ସାପ ବିଲ ଆଖପାଖଷର ରହିଥାନ୍ତି। ଗୋଟେ ରୁ ୩ ଦିନ ପର୍ଯ୍ଯନ୍ତ ଅଣ୍ଡିରା ସାପ ମାଈ ସାପ ସହିତ ସହବାସ କରନ୍ତି। ଏମାନଙ୍କ ମଧ୍ୟରେ ବହୁତ କମ୍ ସାପ ଥିବେ, ଯିଏକି ୧ ସପ୍ତାହ କିମ୍ବା ୨୧ ଦିନ ବଞ୍ଚିପାରୁଥିବ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago