ସ୍ପେଶାଲ

ଦୁନିଆର ଏମିତି ଏକ ଅଦ୍ଭୁତ ଦ୍ୱୀପ, ଯାହା ଉପରେ ଛଅ-ଛଅ ମାସ କବ୍ଜା କରନ୍ତି ଦୁଇ ଦେଶ

ଆପଣ ଦୁନିଆର ଅନେକ ପ୍ରକାର ଆଇଲ୍ୟାଣ୍ଡ ବିଷୟରେ ପଢିଥିବେ ଏବଂ ଶୁଣିଥିବେ। ସବୁ ଆଇଲ୍ୟାଣ୍ଡର ନିଜର ଏକ ଖାସ ବିଶେଷତା ରହିଛି, କିନ୍ତୁ କଣ ଆପଣ ଜାଣିଛନ୍ତି ଏକ ଏମିତି ଆଇଲ୍ୟାଣ୍ଡ ରହିଛି ଯାହା ଉପରେ ଗୋଟିଏ ନୁହେଁ ବରଂ ଦୁଇ ଦେଶ କବ୍ଜା କରିଛି। ଆସନ୍ତୁ ଆଜି ଆମେ ଜାଣିବା ଫିଜାଣ୍ଟ ଦ୍ୱୀପ ବିଷୟରେ,ଯାହା ଉପରେ ଫ୍ରାନ୍ସ ଏବଂ ସ୍ପେନ ଉଭୟ ଦେଶ କବ୍ଜା କରି ରହିଛି। ଏହି ଦୁଇ ଦେଶ ଛଅ-ଛଅ ମାସ କରି ଏହି ଦ୍ୱୀପରେ ରାଜ କରନ୍ତି।

ଏହି ଆଇଲ୍ୟାଣ୍ଡର ନାମ ହେଉଛି ଫିଜାଣ୍ଟ ଦ୍ୱୀପ। ଯାହାକୁ ଫ୍ରେଞ୍ଚ ଏବଂ ସ୍ପେନିସରେ ଫ୍ରେନ୍ସିସ ଦ୍ୱୀପ ବୋଲି କୁହାଯାଏ। ସବୁଠାରୁ ଖାସ କଥା ହେଉଛି ଏହି ଆଇଲ୍ୟାଣ୍ଡକୁ ନେଇ ଦୁଇ ଦେଶ ମଧ୍ୟରେ ଝଗଡା ହୁଏନାହିଁ ବରଂ ଉଭୟ ଦେଶ ନିଜ ମନ ମୁତାବକ ଅଦଳ ବଦଳ କରିଥାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପରମ୍ପରା ଗତ ୩୫୦ ବର୍ଷ ଧରି ଚାଲି ଆସୁଛି।

ଏହି ଦ୍ୱୀପ ୧ ଫେବ୍ରୁଆରୀରୁ ୩୧ ଜୁଲାଇ ପର୍ଯ୍ୟନ୍ତ ସ୍ପେନ ପାଖରେ ରହିଥାଏ। ସେହିପରି ଛଅ ମାସ ଅର୍ଥାତ ୧ ଅଗଷ୍ଟରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଫ୍ରାନ୍ସ ପାଖରେ ରହିଥାଏ। କିନ୍ତୁ ଗୋଟେ ସମୟ ଥିଲା ଯେତେବେଳେ ଏହି ଦ୍ୱୀପ ପାଇଁ ସ୍ପେନ ଏବଂ ଫ୍ରାନ୍ସ ମଧ୍ୟରେ ବହୁତ ଝଗଡା ଗଣ୍ଡଗୋଳ ହେଉଥିଲା। ଏହାପରେ ଦୁଇ ଦେଶର ମିଳିତ ଅନୁମତିରେ ଛଅ ଛଅ ମାସର ଚୁକ୍ତି ସିଦ୍ଧାନ୍ତ ହେଲା।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago