ସ୍ପେଶାଲ

ସୁଟକେସରେ ଭର୍ତ୍ତି କରି ବୟଜ୍‌ ହଷ୍ଟେଲରୁ ଯୁବତୀଙ୍କୁ ନେଉଥିଲେ ଯୁବକ, କିନ୍ତୁ ଗେଟ୍‌ ପାଖରେ ସବୁ ଖୋଲିଗଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଏହା କୁହାଯାଉଛି ଯେ କିଛି ଯୁବକ ଜଣେ ଯୁବତୀଙ୍କୁ ସୁଟକେସରେ ଭର୍ତ୍ତି କରି ଲୁଚାଇ ହଷ୍ଟେଲରୁ ବାହାରକୁ ନେଉଯାଉଥିଲେ। କିନ୍ତୁ ଯୁବକମାନଙ୍କର ସବୁ ପ୍ଲାନ ଫସର ଫାଟିଗଲା ସେତେବେଳେ ଯେତେବେଳେ ହଷ୍ଟେଲ ଗାର୍ଡ ଚେକିଙ୍ଗ ସମୟରେ ତାଙ୍କର ଏହି କାରନାମାକୁ ଧରିପକାଇଲେ। ତେବେ ଆସନ୍ତୁ ଜାଣିବା ପୂରା ମାମଲା କଣ।

ଟ୍ଵିଟରରେ ସେୟାର କରାଯାଇଥିବା ଏକ ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ହଜାରରୁ ଅଧିକ ଥର ଲୋକେ ଦେଖିସାରିଲେଣି। ଅନେକ ଟ୍ଵିଟର ୟୁଜର୍ସ ଏହି ଭିଡିଓକୁ ଦେଖି କମେଣ୍ଟସ କରୁଛନ୍ତି। କେବଳ ଏତିକି ନୁହେଁ ଏବେ ତ ସୋସିଆଲ ମିଡିଆରେ ଏହି ଭିଡିଓ ଟ୍ରେଣ୍ଡ କରୁଛି।

ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସୁଟକେସରେ ଜଣେ ଯୁବତୀଙ୍କୁ ଭର୍ତ୍ତି କରି ହଷ୍ଟେଲରୁ ବାହାରକୁ ନେଇଯାଉଥିଲେ କିଛି ଯୁବକ। କିନ୍ତୁ ସେତେବେଳେ ହଷ୍ଟେଲ ଗେଟ ପାଖରେ ଥିବା ଗାର୍ଡ ତାଙ୍କୁ ଅଟକାଇଦେଲେ। ସୁଟକେସ୍‌ ଚେକ କରିବା ସମୟରେ ସେଥିରୁ ଜଣେ ଯୁବତୀ ଝଟପଟ ହୋଇ ବାହାରିଲେ। ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ବି ଗୋଲ ହୋଇଯାଉଥିବ ନିଶ୍ଚୟ। ଏହି ଭିଡିଓ ହେଉଛି କର୍ଣ୍ଣାଟକ ମଣିପାଲ କଲେଜର ବୋଲି କୁହାଯାଉଛି।

Pritiparna

Recent Posts

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

3 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago