ସୋସିଆଲ ମିଡିଆରେ ଏକ କୁନି ପିଲାର ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ, ପିଲାଟି ବଲିଉଡ୍ ଆକ୍ଟର ଅଜୟ ଦେବଗନଙ୍କ ପିଲ୍ମ ‘କୟାମତ୍’ର ଗୀତ ‘ଏତ୍ବାର୍ ନହିଁ କରନା…’କୁ ଚୁଟ୍ଟି ବଜାଇ ଜବରଦସ୍ତ ଅନ୍ଦାଜରେ ଗାଉଛି। ଗୀତ ଗାଇବା ପରେ ସେ ଫ୍ଲାଇଙ୍ଗ୍ କିସ୍ ବି ଦେଉଛି। ଭିଡିଓଟିକୁ ଆଇଏଏସ୍ ଅଫିସର ଅଓ୍ଵନୀଷ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରିବା ସହିତ ସେ କ୍ୟାପସନ ଲେଖିଛନ୍ତି, ‘ଏହି ପିଲା ସ୍କୁଲ ଖୋଲିବ’।
୧୬ ଜାନୁଆରୀରେ ଶେୟାର ହୋଇଥିବା ଏହି ଭିଡିଓକୁ ଏ ପର୍ଯନ୍ତ ୯୪ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଏହାସହିତ ୭ ହଜାରରୁ ଅଧିକ ଲାଇକ୍ସ ଏବଂ ୯୦୦ରୁ ଅଧିକ ରି-ଟୁଇଟ୍ସ ହୋଇଛି। ୟୁଜରମାନଙ୍କୁ ଏହି ଭିଡିଓ ଖୁବ୍ ମଜାଳିଆ ଲାଗୁଥିବା ବେଳେ ଏଥିରେ ସେମାନେ ବିଭିନ୍ନ କମେଣ୍ଟସ୍ ଦେବାରେ ଲାଗିଛନ୍ତି। ଜଣେ ୟୁଜର ‘କୋଭିଡ୍ ଲକ୍ଡାଉନ୍ର ସାଇଡ୍ ଇଫେକ୍ଟ’ ବୋଲି ଲେଖିଥିବା ବେଳେ ଆଉ ଜଣେ ‘ସ୍ୱାଗ୍କୁ ତ ଦେଖ’ ବୋଲି କମେଣ୍ଟ କରିଛନ୍ତି।
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…