ଇଣ୍ଡୋନେସିଆର ଏକ ଗାଁରେ ରହୁଥିବା ଜଣେ ମହିଳା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମହିଳା ଜଣକ ନିଜ ଅଣ୍ଟାରେ ପାଖାପାଖି ୨୦୦ ଖାଲି ବୋତଲ ବାନ୍ଧି ପ୍ରତିଦିନ ନଦୀ ପହଁରି ୪ କିଲୋମିଟର ଯାତ୍ରା କରିଥାନ୍ତି। ମହିଳାଙ୍କ ନାଁ ମାମା ହାସରିୟା। ସେ ଛୋଟ ଦ୍ବୀପ ସୁଲାବେସିରେ ନିଜ ସମ୍ପ୍ରଦାୟ ଲୋକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ନେଇକି ଆସିଥାନ୍ତି।
ହାସରିୟାଙ୍କ ଭଳି ସ୍ଥାନୀୟ ମହିଳାମାନେ ମଧ୍ୟ ଏପରି କାମ କରିଥାନ୍ତି। ସେମାନେ ମନ୍ଦାର ନଦୀରେ ଗୋଟିଏ ଘଣ୍ଟା ଯାତ୍ରା କରି ନଦୀ ଆରପଟେ ଥିବା କୂଅରୁ ପାଣି ଆଣିଥାନ୍ତି। ୪୬ ବର୍ଷୀୟା ହାସରିୟା ଏବଂ ଅନ୍ୟ ମହିଳାମାନଙ୍କୁ ଏହି କାମ ପାଇଁ ପଇସା ମିଳିଥାଏ। ପ୍ରତ୍ୟେକ କେନ ପିଛା ମାତ୍ର ଅଢେଇ ଟଙ୍କା ମିଳିଥାଏ।
ହାସରିୟା କୁହନ୍ତି, ‘ପିଇବା ଏବଂ ରୋଷେଇ କରିବା ପାଇଁ ଆମକୁ ନଦୀ ସେପଟକୁ ଯିବାକୁ ପଡ଼ୁଛି। ଟିନାମ୍ବୁଙ୍ଗ ଅଞ୍ଚଳରେ ରହୁଥିବା ପାଖାପାଖି ୫,୮୦୦ ଲୋକଙ୍କ ପାଇଁ ଏହି କାମ କରିବା ବହୁତ କଷ୍ଟକର ହୋଇଥାଏ’।
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…
ଭୁବନେଶ୍ଵର(କେନ୍ୟୁଜ୍): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…
ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…
ଗଞ୍ଜାମ(କେନ୍ୟୁଜ୍): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…
ଭୁବନେଶ୍ୱର(କେନ୍ୟୁଜ୍): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…
ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…