ସ୍ପେଶାଲ

ପାଣି ଭିତରେ ଦୁଇ ସାପଙ୍କ ମଧ୍ୟରେ ହେଲା ଖତରନାକ ଲଢ଼େଇ, ଆପଣ ବି ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଆପଣ ଇଣ୍ଟରନେଟରେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଠି ସାପ ଘରକୁ ପଶି ଆସିଥାଏ ଆଉ ସ୍ନେକ ରେସକ୍ୟୁ ଟିମ୍‌ ଯାଇ ସାପକୁ ସେଠାରୁ ଉଦ୍ଧାର କରିଥାଏ। କିନ୍ତୁ କଣ ଆପଣ କେବେ ଦୁଇ ସାପଙ୍କ ଭିତରେ ହେଉଥିବା ଲଢ଼େଇ ଦେଖିଛନ୍ତି।

ଆଜ୍ଞା ହଁ ଆପଣ ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ ଦୁଇ ସାପ କରୁଛନ୍ତି ଲଢ଼େଇ ତାହା ପୁଣି ନିଜ ନିଜ ଭିତରେ। ସୋସିଆଲ ମିଡିଆରେ ଦୁଇଟି ସାପଙ୍କ ଲଢ଼େଇର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ।

ଭିଡିଓରେ ଆପଣ ଦେଖିପାଥିବେ ଯେ ଦୁଇଟି ସାପ ରାସ୍ତା କଡରେ ଥିବା ଏକ କ୍ୟାନେଲରେ ଲଢ଼େଇ କରୁଛନ୍ତି। ଆଉ ଲଢ଼େଇ ଲଢ଼େଇ କରି କରି ରାସ୍ତା ଉପରକୁ ମଧ୍ୟ ଆସିଯାଉଛନ୍ତି। ଆଉ ଲଢ଼େଇ ସେମିତି ଜାରି ରହିଛି। ଦୁଇଟି ସାପ ଦୁହିଁଙ୍କ ଭିତରେ ଏକଦମ୍‌ ଗୋଡେଇ ହୋଇଯାଇଛନ୍ତି। ଆଉ ଜଣେ ଜଣଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି। ତେବେ ଏମାନେ ନିଜ ନିଜର ପାରଙ୍ଗମ ଏବଂ ନିଜ ସାଥିକୁ ରକ୍ଷା କରିବା ପାଇଁ ଏପରି ଭାବେ ଲଢ଼ୁଛନ୍ତି। ତେବେ କୁହାଯାଉଛି ଏହି ସାପକୁ ରାଟ ସ୍ନେକ କୁହାଯାଏ।

ତେବେ ଏହି ଭିଡିଓଟି ପୋଷ୍ଟ ହେବା ମାତ୍ରକେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଆଉ ଲୋକମାନେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

49 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago