Categories: ସ୍ପେଶାଲ

Valentine Week Full List : Rose dayରୁ kiss day ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ଦିନରେ ଅଛି କଣ. . .

୧୪ ଫେବୃଆରୀ ହେଉଛି ଭାଲେଣ୍ଟାଇନ୍ସ ଡେ,ଏହି ଦିନକୁ ପ୍ରେମର ଦିନ ବୋଲି କୁହାଯାଏ। ଏହି ଦିନରେ ସବୁ ପ୍ରେମୀ ଯୋଡି ମାନେ ନିଜର ପ୍ରେମକୁ ପରିପ୍ରକାଶ କରନ୍ତି। ‘ଭାଲେଣ୍ଟାଇନ୍ସ ଡେ’ କୁ କେବଳ ଗୋଟିଏ ଦିନରେ ପାଳନ୍ତି ନାହିଁ ବରଂ ପୂରା ସପ୍ତାହ ଯାକ ପାଳିଥାନ୍ତି। ଏହି ସପ୍ତାହ ଯାକରେ ପ୍ରେମୀମାନେ ତାଙ୍କର ପ୍ରେମକୁ ସାଥିକୁ ଦେଖାଇବା ପାଇଁ ଅଲଗା ଅଲଗା ଉପାୟ ଆପଣେଇଥାନ୍ତି। ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସ ଡେର କଣ ମହତ୍ତ୍ବ ଏବଂ ଅର୍ଥ। ଏବଂ ଜାଣିବା କିପରି ଭାବରେ ଏହାକୁ ସେଲିବ୍ରେଟ କରାଯାଏ।
ଭାଲେଣ୍ଟାଇନ୍ସ ୱିକ ର ଆରମ୍ଭ ୭ ଫେବୃଆରୀରୁ ରୋଜ୍ ଡେ ସହିତ ଏହି ସପ୍ତାହ କିସ୍ ଡେ ପର‌୍ୟ୍ୟନ୍ତ ଶେଷ ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ସ ସପ୍ତାହର ପୂରା ସୂଚନା:

Rose Day – ୭ ଫେବୃଆରୀ

ଏହି ଦିନ ସବୁ ପ୍ରେମ ଯୁଗଳ ନିଜ ସାଥି ମାନଙ୍କୁ ଗୋଳାପ ଫୁଲ ଦେଇ ନିଜର ପ୍ରେମ ନିବେଦନ କରିଥାନ୍ତି।

Propose Day – ୮ ଫେବୃଆରୀ

ଏହା ପ୍ରେମ ସପ୍ତାହର ଦ୍ବିତୀୟ ଦିନ। ଏହି ଦିନରେ ସମସ୍ତେ ନିଜର ସାଥିଙ୍କୁ ବହୁତ ସ୍ବତନ୍ତ୍ର ଉପାୟରେ ପ୍ରେମ ନିବେଦନ କରନ୍ତି।

Chocolate Day – ୯ ଫେବୃଆରୀ

ଏହା ପ୍ରେମ ୱିକ୍ ର ତ୍ରୁତୀୟ ଦିନ। ଏହି ଦିନକୁ ସବୁ ବୟସର ଲୋକ ସେଲିବ୍ରେଟ କରିଥାନ୍ତି ଏବଂ ଚକୋଲେଟ ଖୁଆଇଥାନ୍ତି। ପ୍ରେମ ନିବେଦନ ମଧ୍ୟ କରିଥାନ୍ତି।

ନିଶ୍ଚୟ ପଢ଼ନ୍ତୁ :ରଙ୍ଗ କହିବ ସମ୍ପର୍କ , ଜାଣନ୍ତୁ ରୋଜ୍ ଡେ’ରେ କାହାକୁ ଦେବେ କେଉଁ ରଙ୍ଗର ଗୋଲପ

Teddy Day – ୧୦ ଫେବୃଆରୀ

ଏହି ଦିନରେ ପ୍ରେମୀ ଯୋଡିମାନେ ନିଜ ସାଥୀଙ୍କୁ ସ୍ନେହରେ ଟେଡି ଗିଫ୍ଟ କରିଥାନ୍ତି। ଟେଡି ଏକ ଏମିତି ଖେଳଣା ଅଟେ, ଯାହାକୁ ସ୍ବତନ୍ତ୍ର ଭାବରେ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି।

Promise Day – ୧୧ ଫେବୃଆରୀ

ଏହି ଦିନ ଏକ ଏମିତି ଦିନ ହୋଇଥାଏ ଯେଉଁଦିନ ପ୍ରେମୀ ମାନେ ତାଙ୍କ ସାଥିକୁ ପ୍ରମିଜ୍ କରିଥାନ୍ତି।

Hug Day – ୧୨ ଫେବୃଆରୀ

ଏହା ଭାଲେଣ୍ଟାଇନ୍ସ ସପ୍ତାହର ଛଅ ଦିନ ହୋଇଥାଏ। ଏହି ଦିନରେ ସବୁ ପ୍ରେମୀ ଯୋଡିମାନେ ନିଜ ସାଥିଙ୍କୁ ହଗ୍ କରିଥାନ୍ତି ଏବଂ ତାଙ୍କୁ କିଛି ଖାସ୍ ଅନୁଭବ କରାଇଥାନ୍ତି।

Kiss Day – ୧୩ ଫେବୃଆରୀ

ଏହି ଦିନକୁ ଭାଲେଣ୍ଟାଇନ୍ସ ସପ୍ତାହର ସବୁଠାରୁ ସୁନ୍ଦର ଏବଂ ରୋମାଣ୍ଟିକ ଡେ ବୋଲି କୁହାଯାଏ। ସବୁ ପ୍ରେମୀ ମାନେ ଏହି ଦିନକୁ ସବୁଦିନ ପାଇଁ ମନେ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି।

Valentine Day – ୧୪ ଫେବୃଆରୀ

ଭାଲେଣ୍ଟାଇନ୍ସ ଡେ ସବୁ ବର୍ଷ ୧୪ ଫେବୃଆରୀକୁ ହିଁ ସେଲିବ୍ରେଟ କରାଯାଇଥାଏ। ଏହି ଦିନ ସବୁ ପ୍ରେମୀ ଯୋଡିଙ୍କ ପାଇଁ ସ୍ବତନ୍ତ୍ର ଦିନ ଅଟେ। ଏହି ଦିନର ଅପେକ୍ଷା ସେମାନେ ପୂରା ବର୍ଷ ଯାଏ କରିଥାନ୍ତି। ଯାହା ଦ୍ବାରା ସେମାନେ ନିଜ ସାଥିଙ୍କୁ ବହୁତ ସ୍ପେଶାଲ କରାଇପାରିବେ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

28 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

47 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

55 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago