Categories: ସ୍ପେଶାଲ

ଜାଣିଛନ୍ତି କି, କାହିଁକି ମଲ୍ ଟଏଲେଟ ତଳୁ ରହିଥାଏ ଖୋଲା, ରହିଛି ଏହା ପଛରେ କିଛି ମଜାଦାର ରହସ୍ୟ

ଆମର ଦୈନନ୍ଦିନ ଜୀବନରେ ଏମିତି ଅନେକ ଜିନିଷ ଦେଖିବାକୁ ମିଳିଥାଏ ଯାହା ଦ୍ବାରା ଆମର ଧ୍ୟାନ ସେହି ଜାଗା ଆଡକୁ ଆକର୍ଷିତ କରିଥାଏ। ତାହା ପଛର କାରଣ ଖୋଜିବାକୁ ବାଧ୍ୟ କରାଇଥାଏ। କିଛି ଏମିତି ଆଶ୍ଚର୍ଯ୍ଯଜନକ ଦ୍ରୁଶ୍ୟ ଦେଖିବାକୁ ମିଳିଥାଏ ମଲରେ ଥିବା ଟଏଲେଟରେ କାରଣ ଆପଣ ଦେଖିଥିବେ ଯେ ମଲ୍ ଏବଂ ମଲଟିପ୍ଲେକ୍ସ ଗୁଡିକରେ ଶୌଚାଳୟ ତଳ ପଟୁ ଖୋଲା ରହିଥାଏ। ଚଟାଣ ଏବଂ କବାଟ ମଝିରେ ବହୁତ ଅଧିକ ଫାଙ୍କ ରହିଥାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ସମ୍ପର୍କରେ।

ସେଠାକାର ଶୌଚାଳୟ ଦିନ ସାରା ବ୍ୟବହାର କରାଯାଇଥାଏ। ଯାହା ଦ୍ବାରା ଚଟାଣ ଖରାପ ହୋଇଥାଏ। ଚଟାଣ ଏବଂ କବାଟ ମଧ୍ୟରେ ଫାଙ୍କା ରହିବା କାରଣରୁ ଶୌଚାଳୟରେ ପୋଛା ଲଗାଇବା ସହଜ ହୋଇଯାଏ ଯାହା ଦ୍ବାରା ୱାଇପର ଏବଂ ମଫ ଲଗାଇପାରେ ସହଜ ହୋଇଥାଏ।

ଯଦି କିଛି ମେଡିକାଲ ଏମରଜେନ୍ସି ହୋଇଗଲା ଏବଂ ବ୍ୟକ୍ତି ଭିତରୁ ବାହାରକୁ ଆସିନପାରେ ତେବେ ଏହା ଜଣାପଡିବ ଯେ କେହି ବହୁତ ସମୟ ହେଲା ଭିତରେ ଅଛି ।

କେବେକେବେ ଛୋଟ ପିଲା ମାନେ ଟଏଲେଟ ଭିତରକୁ ଯାଇ ଭିତରୁ ବନ୍ଦ କରିଦିଅନ୍ତି ଏବଂ କେମିତି ଖୋଲିବେ ଜାଣି ପାରନ୍ତି ନାହିଁ। ଯଦି ପିଲାଙ୍କ ସାହାଯ୍ୟ ପାଇଁ କେହି ନ ଆସନ୍ତି। ତେବେ ପିଲା କବାଟ ତଳ ଦେଇ ବାହାରକୁ ବାହାରି ପାରିବେ।

ଏକ କାରଣ ଏହା ମଧ୍ୟ ଯେ ଶୌଚାଳୟ ଭିତରୁ ଗୋଡ ଦେଖାଯିବ ଯାହା ଦ୍ବାରା କେହି ଭୁଲରେ ମଧ୍ୟ ଶୌଚାଳୟ ଭିତରକୁ ପ୍ରବେଶ କରିବେ ନାହିଁ ।

KNews Bureau

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

6 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

21 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

30 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

39 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

55 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago