Categories: ସ୍ପେଶାଲ

ପ୍ରତି ଘଣ୍ଟାରେ ରୋଜଗାର କରନ୍ତି ‘୨୮ କୋଟି ଟଙ୍କା’, ଜାଣନ୍ତୁ କିଏ ଏମାନେ

ଜେଫ୍ ବେଜୋଶଙ୍କୁ ତ ଆପଣମାନେ ଜାଣିଥିବେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। କିନ୍ତୁ କ’ଣ ଏହା ଜାଣିଛନ୍ତି କି, ଦୁନିଆର ସବୁଠାରୁ ଧନୀ ପରିବାର କିଏ? ଆପଣ ଜାଣି ଚକିତ ହେବେ ଯେ ଦୁନିଆର ଧନୀ ପରିବାର ପ୍ରତି ଘଣ୍ଟାରେ ରୋଜଗାର କରନ୍ତି ୨୮ କୋଟିରୁ ଅଧିକ ଟଙ୍କା। ତେବେ ଏହି ତାଲିକାରେ ଭାରତର ଅମ୍ବାନୀ ପରିବାର ମଧ୍ୟ ସାମିଲ ଅଛନ୍ତି।

ବ୍ଲର୍ମବର୍ଗ ଦୁନିଆର ୨୫ଟି ଧନୀ ପରିବାରର ତାଲିକା ବାହାର କରିଛି, ଯେଉଁମାନଙ୍କ ପାଖରେ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା ରହିଛି। ତାଲିକାର ପ୍ରଥମ ସ୍ଥାନରେ ସୁପରମାର୍କେଟ ୱାର୍ଲମାର୍ଟ ଚଲାଉଥିବା ପରିବାରର ନାମ ରହିଛି। ରିପୋର୍ଟ ମୁତାବକ, ୱାର୍ଲମାର୍ଟ ପରିବାର ପ୍ରତି ମିନିଟରେ ପାଖାପାଖି ୫୦ ଲକ୍ଷ ଟଙ୍କା, ପ୍ରତି ଘଣ୍ଟାରେ ୨୮କୋଟି ୪୬ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଦିନ ପାଖାପାଖି ୭ ବିଲିୟନ୍ ୧୨ କୋଟି ଟଙ୍କା ରୋଜଗାର କରନ୍ତି।

ଏହାସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୨୮୦ କିମି ବେଗରେ ସାଇକେଲ ଚଲାଇ ଭାଙ୍ଗିଲେ ୨୪ ବର୍ଷର ପୁରୁଣା ରେକର୍ଡ

ତାଲିକାର ଦ୍ବିତୀୟ ସ୍ଥାନରେ ମାର୍ସ ପରିବାର ଅଛନ୍ତି। ଏମାନଙ୍କ କମ୍ପାନୀ ମାର୍ସ ବାର୍ସ ଚକୋଲେଟ୍ ତିଆରି କରିଥାଏ। ସେହିପରି ତାଲିକାର ଅନ୍ୟାନ୍ୟ ସ୍ଥାନରେ ଫରାରୀ, ବିଏମଡବ୍ଲ ଏବଂ ହୟାତ ହୋଟେଲ ସମୂହ ଚଲାଉଥିବା ପରିବାର ଆଦି ରହିଛନ୍ତି। ତେବେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପରିବାର ଏହି ତାଲିକାର ୯ମ ସ୍ଥାନରେ ରହିଛି। ଅମ୍ବାନୀ ପରିବାରର ମୂଳ ରୋଜଗାର ୫୦.୪ ବିଲିୟନ ଅର୍ଥାତ୍ ପାଖାପାଖି ୫,୦୪୦ କୋଟି ଟଙ୍କା ଅଟେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

8 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago