Categories: ସ୍ପେଶାଲ

ଦୁବାଇ ସହ ଜଡ଼ିତ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ଆପଣ ଜାଣି ନ ଥିବେ!

ଦୁନିଆର ବିଳାସମୟ ସହର ମଧ୍ୟରେ ଦୁବାଇ ଅନ୍ୟତମ। ଭାରତର ଅନେକ ଲୋକ କାମ କରିବା ପାଇଁ ନହେଲେ ଭ୍ରମଣ କରିବା ପାଇଁ ଦୁବାଇ ଯାଇଥାଆନ୍ତି। ଯଦି ଆପଣ ବି ଦୁବାଇ ଯିବାର ପ୍ଲାନ୍‌ କରୁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ ଦୁବାଇ ସହ ଜଡ଼ିତ ଏମିତି କିଛି ରହସ୍ୟ କହିବାକୁ ଯାଉଛୁ, ଯାହାକୁ ହୁଏତ ଆପଣ ଆଜି ପଯ୍ୟର୍ନ୍ତ ଜାଣି ନ ଥିବେ।

ଦେଶ ନୁହେଁ, ‘ଦୁବାଇ’ ଏକ ସହର

ଦୁବାଇ, ୟୁଏଇର ଏକ ସହର। ଦୁନିଆର ବହୁତ ଲୋକ ଏହା ଭାବିଥାଆନ୍ତି ଯେ ଦୁବାଇ ଏକ ଦେଶ କିମ୍ବା ୟୁଏଇର ରାଜଧାନୀ। କିନ୍ତୁ ଏହା ସତ ନୁହେଁ। ଦୁବାଇ ରେଗିସ୍ତାନ ଅଞ୍ଚଳରେ ଆସିଥାଏ, ଯେଉଁଥିପାଇଁ ଏଠାରୁ ଆପଣଙ୍କୁ ରେଗିସ୍ତାନ ଅଧିକ ମାତ୍ରାରେ ଦେଖାଯାଏ। ଏବେ କିଛି ବର୍ଷରେ ଏଠାରେ ଅନେକ ପରିବର୍ତ୍ତନ ଆସିଛି, ଉଚ୍ଚ ଉଚ୍ଚ ଅଟ୍ଟାଳିକା ସବୁ ତିଆରି ହେଉଛି।

ଦୁବାଇର କିଛି ସ୍ୱତନ୍ତ୍ର ନିୟମ

ଦୁବାଇରେ ମଦ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇନାହିଁ, କିନ୍ତୁ ଏହାକୁ କିଣିବା ପାଇଁ ଅନୁମତି ନେବାକୁ ପଡ଼ିଥାଏ। ଏଠାକୁ ଆସୁଥିବା ବ୍ୟକ୍ତି ମଦ ପିଇପାରନ୍ତି। ଯଦିଓ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାର୍‌ରେ ମଦ ମିଳିଥାଏ, କିନ୍ତୁ ସାର୍ବଜୀନନ ଜାଗାରେ ଆପଣ ମଦ ପିଇପାରିବେ ନାହିଁ। ଏହାସହ ମଦ ପିଇ ଗାଡ଼ି ଚଲେଇ ପାରିବେ ନାହିଁ।

ଦୁବାଇରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି। ଏମିତି କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଡ୍ରଗ୍‌ସ ଉପରେ ମଧ୍ୟ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହୋଇଛି। ଡ୍ରଗସ ବ୍ୟବହାର କରିବା ଏବଂ ଏହାକୁ କାରବାର କରିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ।

ଏହାସହ ପଢ଼ନ୍ତୁ: ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ

ଜଣେ ମହିଳା ହୋଟେଲ ରୁମ୍‌ରେ କେବଳ ନିଜ ସ୍ୱାମୀଙ୍କ ସହିତ ରହିପାରିବେ। ଯଦି କେହି ଅନ୍ୟ ପୁରୁଷଙ୍କ ସହ ହୋଟେଲରେ ରହିଥାଏ, ତା’ହେଲେ ଦୁଇଜଣଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଏ।

ଦୁବାଇ, ଦୁନିଆର ସେହି ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠି ଆପଣଙ୍କୁ ସବୁ ଜାଗାରେ ସଫାସୁତରା ନଜର ଆସିବ। ଯଦି ଏଠାରେ କେହି ଛେପ ଥୁକିବା କିମ୍ବା ଅପରିଷ୍କାର କରିବାର ନଜର ଆସିଥାଏ, ତା’ହେଲେ ତାଙ୍କୁ କଡ଼ା ଦଣ୍ଡ ସହିତ ଜରିମାନା ଭରିବାକୁ ପଡ଼େ।

ଦୁବାଇ ରାସ୍ତାରେ ଆବଶ୍ୟକତାଠାରୁ ଅଧିକ ବେଗରେ ଗାଡ଼ି ଚଲାଇବା ଏବଂ ଆବଶ୍ୟକତାଠାରୁ ଧୀର ଗତିରେ ଗାଡ଼ି ଚଲାଇଲେ, ଦଣ୍ଡ ସହିତ ଜରିମାନା ଦେବାକୁ ପଡ଼ିଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago